ଭାରତୀୟ ଲେଖିକାଙ୍କ ବଡ ସଫଳତା : ବୁକର୍ ପ୍ରାଇଜ 2023ରେ ଅନ୍ତର୍ଭୁକ୍ତ ହେଲା ଉପନ୍ୟାସ ‘ୱେଷ୍ଟର୍ଣ୍ଣ…
ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରହୁଥିବା ଭାରତୀୟ ଲେଖିକା ଚେତନା ମାରୋଙ୍କ ପ୍ରଥମ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍' ବୁକର୍ ପୁରସ୍କାର ୨୦୨୩ ର ସମ୍ଭାବ୍ୟ ୧୩ ବିଜେତା ପୁସ୍ତକ ମଧ୍ୟରେ ସାମିଲ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶ ପାଇଥିବା ତାଲିକାରେ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍'…