୨୬ ବର୍ଷ ପରେ ଛାଡପତ୍ର ନେଇ ମୁହଁ ଖୋଲିଲେ ଅଦନାନ୍ ସାମିଙ୍କ ପ୍ରଥମ ପତ୍ନୀ
ମୁମ୍ବାଇ: ଅଦନାନ୍ ସାମି ଭାରତର ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ। ଲଣ୍ଡନରେ ଜନ୍ମ ହୋଇଥିବା ଅଦନାନଙ୍କ ପିତା ଜଣେ ପଶତୁନ ହୋଇଥିବାବେଳେ ତାଙ୍କ ମାଆ ଜାମ୍ମୁ କାଶ୍ମୀରର ଥିଲେ। ସେ ତାଙ୍କର ସଂଗୀତ କ୍ୟାରିଅର୍ ୧୯୮୬ରେ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଦନାନଙ୍କ ବୃତ୍ତିଗତ ଜୀବନ…