Latest Odisha News

BREAKING NEWS

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ଆଜି ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ବିଷୟରେ ତାଙ୍କର ପୁଅ ଚାଣ୍ଡି ଓମନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।…

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

ନୂଆଦିଲ୍ଲୀ:ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ…

କେନ୍ଦ୍ରର ଅଧ୍ୟାଦେଶ: କଂଗ୍ରେସର ସମର୍ଥନ ପରେ ବି କମିନି କେଜ୍ରିଓ୍ବାଲଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ: ମେ' ୧୯ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିଲରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା ଏଲଜିଙ୍କ ହାତରେ ରହିବା ଉଦ୍ଦେଶ୍ୟରେ ଆଣିଛନ୍ତି। ଆପ୍ ସରକାର ଏହି ଅଧ୍ୟାଦେଶକୁ 'ପ୍ରତାରଣା' ବୋଲି କହିଛି। କାରଣ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ…

ବାହାନଗା ଦୁର୍ଘଟଣା, ସିବିଆଇ ପାଉନି ଷଡ଼ଯନ୍ତ୍ରର ଖିଅ?

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ଏବେ ଜେଲରେ। ସିବିଆଇ ଏମାନଙ୍କୁ ଗିରଫ କରି ଦୁଇ ଥର ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଛି। ତେବେ ତୃତୀୟ ଥର ରିମାଣ୍ଡରେ ନନେଇ ଜେଲକୁ ପଠାଇ ଦେଇଛି। ଏହାରି ଭିତରେ ଗିରଫ ଅଭିଯୁକ୍ତ ଅମୀର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ…

ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର…

ବିରୋଧୀ ଏକାଠି ହେଉଥିବା ଦେଖି ବିଭିନ୍ନ ରାଜ୍ୟରେ ସମୀକରଣ ବଦଳାଉଛି ବିଜେପି?

ନୂଆଦିଲ୍ଲୀ: ଏକଦା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସେ ଏକୁଟିଆ ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଅର୍ଥାତ ସମସ୍ତ ବିରୋଧୀ ଯଦିବି ଏକାଠି ହେବେ ତାହାଲେ ତାଙ୍କୁ ମୁକାବିଲା କରିପାରିବେ ନାହିଁ। ମୋଦୀଙ୍କ ଏହି ପରିଭାଷା କିନ୍ତୁ ଏବେ ବଦଳିଯାଇଛି। ବିରୋଧୀ ୨୪ରୁ ଅଧିକ…

ଭୁବନେଶ୍ୱରରେ ନୂଆ ଏନସିବି କୋଠା ଉଦଘାଟିତ, ଦିନକରେ ନଷ୍ଟ ହେଲା ୨୩୮୧ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ…

୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲେଟ ହେବ ନିଲାମ

ଲଣ୍ଡନ: ୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲୋଟ ନିଲାମ ହେବ । ଆପଣମାନେ ଭାବୁଥିବେ ଏହି ଏକ୍ସପାୟରୀ ଚକୋଲେଟକୁ କିଏ ବା କିଣିବ ? ତେବେ ଏହାର ନିଲାମ କରୁଥିବା କମ୍ପାନୀର କହିବା ଅନୁସାରେ ଚକୋଲେଟ ବାବଦକୁ ଅତି କମରେ ୧୦୦ରୁ ୧୫୦ ଡଲାର ମିଳିବ । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬ରୁ ୨୦ ହଜାର ହେବ…

ଖିଚିଂରୁ ପାଣି ଢାଳି ଫେରିବା ବେଳେ ଓଲଟିଲା ବୋଲବମ ଭକ୍ତଙ୍କ ଗାଡି

କେନ୍ଦୁଝର: ଅପରାହ୍ନରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ଏକ ବୋଲବମ୍ ଭକ୍ତଙ୍କ ପିକ୍ଅପ ଗାଡି ଓଲଟିବାରୁ ଦୁର୍ଘଟଣାର ଶିକାର ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ମନ୍ଦିରରୁ ପାଣି ଢାଳି ଗାଡି ନମ୍ବର ଓଆର ୦୯ ଏଲ ୪୦୨୬ରେ ୨୦ରୁ ଅଧିକ ଭକ୍ତ ଘରକୁ ଫେରିବା ବେଳେ…

ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ଉଦଘାଟିତ

ବ୍ରହ୍ମପୁର: ଓଡ଼ିଶାର ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ଏକ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପରିଚାଳିତ…