Latest Odisha News

BREAKING NEWS

ଟ୍ରକ ଡ୍ରାଇଭରଙ୍କ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ ହେବ-ନୀତିନ ଗଡକରୀ

ନୂଆଦିଲ୍ଲୀ: ଟ୍ରକ  ଡ୍ରାଇଭରଙ୍କ କ୍ୟାବିନରେ ଏସି ଲଗାଇବା ହେବ ବାଧ୍ୟତାମୂଳକ । ଖୁବ ଶୀଘ୍ର ପ୍ରତି ଟ୍ରକରେ ଏସି ଲାଗିବ । ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ଅଟୋ ଇଣ୍ଡଷ୍ଟ୍ରୀ…

ଆସାମରେ ବନ୍ୟା ବିତ୍ପାତ; ୩୧ ହଜାର ଲାେକ ପାଣିଘେରରେ

ଗୌହାଟି:ଆସାମରେ ଭୟଙ୍କର ବନ୍ୟା । ପ୍ରବଳ ବର୍ଷା ପରେ ବନ୍ୟା ବିତ୍ପାତ । ୧୦ ଜିଲ୍ଲାର ୩୧ ହଜାରରୁ ଅଧିକ ଲୋକ ପାଣିଘେରରେ ଅଛନ୍ତି । ସଡକ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ବନ୍ୟାସ୍ଥିତି ଗମ୍ଭୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ…

ବଡ଼ଦାଣ୍ଡରେ ଗଡ଼ିଲା ରଥ; ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା, ୧୫ ଆହତ

ପୁରୀ: ବଡ଼ଦାଣ୍ଡରେ ଅଘଟଣ । ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ପ୍ରଥମେ ଆରମ୍ଭ ହୋଇଥିଲା । ଗରମ ଓ ଗୁଳୁଗୁଳି ଭିତରେ ଭକ୍ତ ପ୍ରବଳ ଉତ୍ସାହର ସହ ତାଳଧ୍ୱଜକୁ ଟାଣି ନେଇଥିଲେ । ମରିଚିକୋଟ ଛକ ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା…

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା: ପଞ୍ଚାୟତ ନିର୍ବାଚନବେଳେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

କୋଲକାତା: ଦିଦିଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ସୁପ୍ରିମ କୋର୍ଟ କହିଛନ୍ତି, ପଶ୍ଚିମ ବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ହାଇକୋର୍ଟଙ୍କ ରାୟକୁ କାଏମ ରଖି କୋଲକାତା ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବେ ନାହଁ ବୋଲି ସୁପ୍ରିମ କୋର୍ଟ ମନା…

ମୁହଁରେ ବ୍ରଣ ହେଉଛି କି ? ଜାଣନ୍ତୁ ବିଶେଷଜ୍ଞଙ୍କଠାରୁ ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ। ଏହା ଏକ ସାଧାରଣ ଚର୍ମ ରୋଗ। ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ବରଂ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ମୁହଁରେ ମଧ୍ୟ ବ୍ରଣ ଦେଖିବାକୁ ମିଳୁଛି।…

ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା, ଅପରାଧ ନୁହେଁ- ହାଇକୋର୍ଟ

ବେଙ୍ଗାଲୁର:ବିବାହ ପରେ ଶାରାରୀକ ସମ୍ପର୍କକୁ ବିରୋଧ କରିବା ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଏକ ନିଷ୍ଠୁରତା । ମାତ୍ର ଏ ନେଇ  ୪୯୮ଏ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ  । ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି   କର୍ଣ୍ଣାଟକ ହାଇକୋର୍ଟ  ।  ଜଣେ…

ପବିତ୍ର ଘୋଷଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଆହାର

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଶ୍ରୀଜିଉ। ଆଉ ଶ୍ରଜିଉଙ୍କ ଦର୍ଶନ ଲାଗି ଲାଗି ରହିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ। ଆଉ ଏହି ଶ୍ରଦ୍ଧାଳୁଙ୍କ ଲାଗି ପୁରୀରେ…

ରଥଯାତ୍ରା ଦେଖିବା ପାଇଁ ବାହାରିଥିଲେ ବାପା-ପୁଅ; ଅଧାବାଟରେ ବାଇକୁ ପିଟିଦେଲା ବସ୍

ବାରିପଦା: ରଥଯାତ୍ରା ଦେଖିବା ପାଇଁ ସକାଳୁ ସକାଳୁ ବାହାରିଥିଲେ ବାପା-ପୁଅ । ହେଲେ ଜଗତଠାକୁରଙ୍କ ଶେଷଦର୍ଶନ ସେ କରିପାରିଲେ ନାହିଁ । ରଥଟଣା ଆଶା ଅଧାରେ ଅଟକି ଯାଇଥିଲା । ବାଟରେ ଯିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ତାଙ୍କ ବାଇକକୁ ଚାପିଦେଲା । ଫଳରେ ବାଟରେ ଚାଲିଗଲା ବାପାଙ୍କ ଜୀବନ…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲ ଜେଇଙ୍କୁ ଧରି ଭଡାଘର ଯାଞ୍ଚ କରୁଛି ସିବିଆଇ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ସିବିଆଇ ତଦନ୍ତ ଜୋରଦାର କରିଛି । ଗତକାଲି ସିଗନାଲ ଜେଇଙ୍କ ଘର ସିଲ କରିଥିବାବେଳେ ଆଜି ତାଙ୍କୁ ଧରି ସିଲ ହୋଇଥିବା ଘରକୁ ଯାଇଛି ସିବିଆଇ । ସେଠାରେ ତାଙ୍କୁ ପଚରାଉଚରା କରୁଛି । ବହାନଗା ଷ୍ଟେସନ ସିଗନାଲ ଜେଇ ଅମୀର ଖାନ ଭଡାଘରେ ସିବିଆ ପକ୍ଷରୁ…