Latest Odisha News

BREAKING NEWS

ବ୍ୟାପକ ସୁରକ୍ଷା ଦାବି, ସୋମବାରଠୁ ଜଙ୍ଗଲରେ ପାଟ୍ରୋଲିଂ କରିବେ ନାହିଁ ବନ ଅଧିକାରୀ

ଭୁବନେଶ୍ୱର: ଗତ ଦୁଇ ମାସ ମଧ୍ୟରେ ଦୁଇଜଣ ବନ ଅଧିକାରୀଙ୍କୁ ହତ୍ୟା କରିବା ପରେ ପର୍ଯ୍ୟାପ୍ତ ସୁରକ୍ଷା ଦାବିରେ ଓଡିଶାର ଜଙ୍ଗଲ ବିଭାଗର ଅଣ-ଗେଜେଟେଡ୍ କର୍ମଚାରୀମାନେ ସୋମବାରଠାରୁ ଏକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ 29 ଜଙ୍ଗଲ ଅଞ୍ଚଳରେ ଏହି…

ଯୁବତୀଙ୍କ ସହ ଚାଟିଂ କରି ଚିଟ୍ ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

କଟକ: ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହିଳାଙ୍କ ହନିଟ୍ରାପରେ ଫସି 20 ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ପୀଡିତାଙ୍କ ପରିଚୟ ମିଳି ନ ଥିବା ବେଳେ ସେ 2018ରେ ଫେସବୁକରେ ଏହି ମହିଳାଙ୍କ ସହ ବନ୍ଧୁତା କରିଥିଲେ। ବ୍ରିଟେନର ମଞ୍ଚେଷ୍ଟରର ଲିଓନା ଜିମି ବୋଲି ଦାବି କରୁଥିବା ଏହି ମହିଳା…

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ଛତ୍ରପୁର: ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ହରିପୁର-ବନ୍ଦର ଗ୍ରାମ, କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କେ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ସଫଳତାର ସହିତ…

ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ ।…

ଆଶେସ ସିରିଜ: ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ, ଇଂଲଣ୍ଡ ୩୫ ରନରେ ଅଗ୍ରଣୀ

ବର୍ମିଂହାମ: ଏଠାରେ ଚାଲିଥିବା ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫ ରନର ଅଗ୍ରଣୀ ହାସଲ କରି ଖେଳୁଛି । ପୂର୍ବରୁ ଜୋ ରୁଟଙ୍କ ୧୧୮ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ…

୧୦୦୦ କୋଟି ଅତିକ୍ରମ କଲା କୋହଲିଙ୍କ ସମ୍ପତି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନେଟୱର୍ଥ ୧୦୦୦ କୋଟି ଅତିକ୍ରମ କରିଛି । ଇନଷ୍ଟାଗ୍ରାମରେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ୨୫୨ ମିଲିୟନ ପାର କରିଛି । ଷ୍ଟକ ଗ୍ରୋ ନାମକ ସଂସ୍ଥା କୋହଲିଙ୍କ ସମ୍ପତି ସମ୍ପର୍କରେ ଏହି ଖୁଲାସା କରିଛି । ବିଶ୍ୱର ସମସ୍ତ…

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ୫୦୦ କର୍ମଚାରୀଙ୍କୁ ମୁତୟନ କଲା ଟିପିସିଓଡିଏଲ୍

ପୁରୀ: ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି ଟିପିସିଓଡିଏଲ୍ । ସମସ୍ତ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯିବା ସହ ବଡ଼ଦାଣ୍ଡ, ସମୁଦ୍ର କୂଳ ରାସ୍ତା, ଭିଆଇପି ରୋଡ୍ ଆଦି ସ୍ଥାନ ମାନଙ୍କରେ ଅନବରତ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ

ଜାକର୍ତା: ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ବିଭାଗରେ ଭାରତର ଚିରାଗ ସେଟ୍ଟର ଓ ସାତ୍ୱିକ ସଇରାଜ ଯୋଡି ଇତିହାସ ରଚିଛନ୍ତ । ଫାଇନାଲରେ ସେମାନେ ମାଲେସିଆର ହାରୁନ ଚିୟା ଓ ଉଇ ୟିକି ସୋହଙ୍କୁ ୨୧-୧୭ ଓ ୨୧-୧୮ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର…

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।…

ରଥଯାତ୍ରାରେ ଭକ୍ତ, ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ତିନିଶହ ଲାଇଫ ଗାର୍ଡ

ପୁରୀ: ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ…