Latest Odisha News

BREAKING NEWS

ବିଧବା ମହିଳାଙ୍କ ସହ ପ୍ରେମ ପଡିଲା ମହଙ୍ଗା, ଉଭୟଙ୍କୁ କୋଠରୀ ଭିତରେ ପକାଇଲେ ତାଲା

ଅନୁଗୁଳ: ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା। ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ଶାଶୁ ଘର ତାଲା ପକାଇଦେଲେ। ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ ବାହାର କରି ଦଉଡ଼ିରେ ବାନ୍ଧି ସାହି ଦାଣ୍ଡରେ ବୁଲାଇଲେ। ଆଉ ଶହ ଶହ ଲୋକ…

କବିତା : ରଜ,ଦୋଳି ଆଉ ମୁଠାଏ ଖୁସି

ସୁଜାତା ମିଶ୍ର ଚେନାଏ ଆକାଶ ଛୁଇଁ ଚହଟି ଯାଏ ଚହଲା ବାଦଲ, ଆସିବ, ଲାଗୁଛି .. ତୃଷାର୍ତ୍ତ ମାଟି ଦେହରେ ସବୁଜିମା ଢାଙ୍କିବାର ବେଳ, ରଜ ଆସେ ମହ ମହ ଖୁସି ନେଇ.. ରଜ ଦୋଳିରେ ଝୁଲେ ପଲ୍ଲୀବାଳା .. ମାଟିର ମଣିଷ ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ.. ପୁଣି ମାଟିକୁ ଫେରି…

ଅଜିତ୍ ଡୋଭଲଙ୍କୁ ଅନ୍ତର୍ଜାତୀୟ ସମ୍ପତ୍ତି କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ୍ ଡୋଭଲଙ୍କୁ ଭୁରି ଭୁରି ପ୍ରଂଶସା କଲେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆମେରିକା-ଭାରତର ମିଳିତ କାର୍ଯ୍ୟକ୍ରମ କ୍ରିଟିକାଲ୍‌ ଆଣ୍ଡ୍‌ ଏମର୍ଜିଂ…

ଝାରସୁଗୁଡାରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଆହତ

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରଲର୍ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଲଖନପୁର ଥାନା ଅନ୍ତର୍ଗତ ଜୁନିଆନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ରାଧାରାଣୀ ଯାତ୍ରୀବାହୀ ବସଟି…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ…

ଆମେରିକାର ଜଣେ ଟ୍ରକ ଡ୍ରାଇଭର ମାସକୁ କେତେ ରୋଜଗାର କରନ୍ତି?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜଣେ ଭାରତୀୟ ଡ୍ରାଇଭରଙ୍କ ସହ ଆମେରିକାରେ ଏକ ଟ୍ରକ୍ ଯାତ୍ରା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ରାହୁଲ ଏହି ଟ୍ରକ୍ ଡ୍ରାଇଭର ସହିତ ଅନେକ…

ବିପର୍ଯ୍ୟୟ ପାଇଁ ଅନେକ ଗାଁ ବିପଦରେ, କାହିଁକି ଗୁଜରାଟ ଓଡ଼ିଶାଠୁ ଶିଖିବା ଉଚିତ?

ନୂଆଦିଲ୍ଲୀ: ଗୁଜରାଟରେ ବାତ୍ୟା 'ବିପର୍ଯ୍ୟୟ' ପାଇଁ ୧୭୦୦ ରୁ ଅଧିକ ଗାଁ, ୭୫ଟି ଉପକୂଳ ସହର ଏବଂ ୪୧ ଟି ବନ୍ଦରର ସ୍ଥିତି ବିପଦରେ ରହିଛି। ଆସନ୍ତାକାଲି ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଅଛି ଏହି ବାତ୍ୟା। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଭିତରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ବିଭାଗର ୬ ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ବିମାନବନ୍ଦରରେ ଧୂଆଁ ବାହାରିବା କାରଣରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। କୋଲକାତା ବିମାନବନ୍ଦରର…

ଦୁଲୀପ ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶାନ୍ତନୁ, ସୂର୍ଯ୍ୟକାନ୍ତ ଷ୍ଟାଣ୍ଡବାଇ

ଭୁବନେଶ୍ୱର: ବାଙ୍ଗାଲୋରରେ ଜୁନ ୨୮ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏ ନେଇ ବୁଧବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ଓପନର ଶାନ୍ତନୁ ମିଶ୍ରଙ୍କ ସ୍ଥାନ ମିଳିଛି । ରଣଜୀ ଟ୍ରଫିରେ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

୩୯ ବର୍ଷ ପରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ୩ଟି ସ୍ଥାନରେ ଗୋଟିଏ ଦେଶର ବ୍ୟାଟ୍ସମ୍ୟାନ

ସିଡନୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହାତେଇବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଦୀର୍ଘ ୩୯ ବର୍ଷ ପରେ ଆଇସିସି ର‌୍ୟାଙ୍କିଙ୍ଗରେ ଗୋଟିଏ ଦେଶର ୩ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମାର୍ନସ ଲାବୁସେନ ଶୀର୍ଷ ସ୍ଥାନ ବଜାୟ ରଖିଥିବା…