ପ୍ରେମିକାକୁ ଉପହାର ପାଇଁ: ଚୋରି ଫୋନରେ ଥିବା ଆପ ଜରିଆରେ ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନସଫର କଲା ଯୁବକ
କୋରାପୁଟ: ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ'ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରିବେ । କିନ୍ତୁ କୋରାପୁଟ ସହରର ଜାନିଗୁଡାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତବାକ କରିଛି । ଆଉ ପ୍ରେମ କରି ଏଭଳି ଉପହାର କେଉଁ ପ୍ରେମିକା…