ରାଜଧାନୀରେ ସକାଳୁ ପାରା ୩୦ ଡିଗ୍ରୀ ପାର୍; ଆଗାମୀ ୫ ଦିନ ଜାରି ରହିବ ଗୁଳୁଗୁଳି
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଗୁଳୁଗୁଳି ଅସମ୍ଭାଳ ହେଲାଣି। ଘରୁ ବାହାରିଲେ ଝାଳରେ ବୁଡ଼ିବା ସହ ଅଣନିଃଶ୍ୱାସୀ ଲାଗୁଛି। ଆଉ ଘର ଭିତରକୁ ଆସିଲେ ବାରମ୍ବାର ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ୍ ଆହୁରି ବିରକ୍ତିକର।
ସକାଳ ସାଢେ ୫ ଟା ସୁଦ୍ଧା ରାଜଧାନୀର ତାପମାତ୍ରା…