Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ…

ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଶରଦ ପୱାରଙ୍କୁ ହତ୍ୟା ଧମକ, ଥାନାରେ ପହଞ୍ଚିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ହତ୍ୟା ଧମକ ମିଳିଥିବା ତାଙ୍କ ଝିଅ ତଥା ଏନ୍‌ସିପି ସାଂସଦ ସୁପ୍ରିଆ ସୁଲେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ…

ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ, ସନ୍ଥଙ୍କ ଆଶୀର୍ବାଦ ସହ ସମ୍ପନ୍ନ ହେଲା ଅର୍ଥମନ୍ତ୍ରୀଙ୍କ ଝିଅ ବାହାଘର

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ । ଦେଶର ଆର୍ଥିକ ବ୍ୟବସ୍ଥା ସମ୍ଭାଳୁଛନ୍ତି । ହେଲେ ନିଜ ଝିଅ ବାହାଘର ଯେମିତି କରିଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘରରେ ନା ଅଛି ବାଜା ନା ରୋଷଣୀ । ନା ଭିଆଇପି ଅତିଥି ନା ଫାଇଭ ଷ୍ଟାର ହୋଟେଲର ଖାନାପିନା.. । ଟଙ୍କାସୁନାର ସମ୍ଭାର ବି ନାହିଁ…

‘ଗଦ୍ଦର-୨’ କୁ ଟକ୍କର ଦେବ ‘ଓଏମଜି-୨’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ଓ ମାଇଁ ଗଡ଼-୨' କୁ ଉତ୍ସାହର ସହିତ…

ଜମି ପାଇଁ ଜୀବନ ଗଲା, ଘର ଜଳିଲା

ଜୟପୁର:ଜମି ବିବାଦକୁ ନେଇ  ଜଘନ୍ୟ ହତ୍ୟାକାଣ୍ଡ । ଜମି ପାଇଁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରିବା ପରେ ମୃତକଙ୍କ ପରିବାର ଲାେକ ଅପରପକ୍ଷର ଘର ଜାଳି ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁରେ  । ମୃତ ଯୁବକଙ୍କ ନାଁ ବନ୍ଧୁ…

ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ୨୭ ବର୍ଷ ପରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି…

ଦାଣ୍ଡକୁ ବାହାରିଲେ ମୃତ୍ୟୁର ଭୟ: ପ୍ରଶାସନ କହୁଛି ଗୃହବନ୍ଦୀ ରୁହ

ଢେଙ୍କାନାଳ:ଏଠି ପ୍ରତି ମୁହୂର୍ତ୍ତରେ ଘାରୁଛି ମୃତ୍ୟୁର ଭୟ । ଘର ବାହାରେ ଯେମିିତି ଜଗି ବସିଛି ଯମ । କେତେବଳେ କିଏ ତା ହାବୁଡରେ ପଡିଯିବ ଏବଂ ଜୀବନ ଦୀପ ଲିଭିଯିବ କିଏ ଜାଣେ ? କେବଳ ଭଗବାନ ହିଁ ଭରସା । ଗୋଟିଏ ମାସରେ ଏଠି ୧୦ ଜଣଙ୍କ ଅତର୍କିତ ମୃତ୍ୟୁ ୩ ବ୍ଲକବାସୀଙ୍କୁ କରି ଦେଇଛି…

ୟୁକ୍ରେନରେ ଭୟଙ୍କର ବିପର୍ଯ୍ୟୟ, ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସମୀକ୍ଷା କଲେ ରାଷ୍ଟ୍ରପତି

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ନୋଭା କାଖୋୱକା ଡ୍ୟାମ୍‌ ଭୁଶୁଡ଼ିବା ପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି…

ଟ୍ୱିଟର ଭଳି ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କଲା ମେଟା, ଜାଣନ୍ତୁ ମାସକୁ କେତେ ଦେବାକୁ ହେବ

ନୂଆଦିଲ୍ଲୀ: ଟ୍ୱିଟର ଭଳି ମେଟା ମଧ୍ୟ ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କରିଛି। କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। ମେଟା ଭେରିଫାଏଡ୍ ସିଷ୍ଟ ଭାରତ, ୟୁକେ ଓ କାନାଡ଼ାରେ ଉପଲବ୍ଦ ରହିଥିବା ବେଳେ ବ୍ରାଜିଲ୍‌ରେ ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି।…

ଆଫଗାନ ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ: ୧୫ ମୃତ, ୫୦ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ଚାଞ୍ଚଲ୍ୟ। ବଦଖଶାନ ପ୍ରଦେଶର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଆହତ ହୋଇଥିବା ସୂଚନା ରହିଛି। ବଦଖଶାନ ପ୍ରଦେଶର ରାଜଧାନୀ ଫୈଜାବାଦରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଦେଶର…