ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ରୁତୁରାଜ ଗାଏକ୍ୱାଡ଼
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ବ୍ୟାଟର ରୁତୁରାଜ ଗାଏକ୍ୱାଡ଼। ଗତକାଲି(ଜୁନ ୨) ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି।
ଚଳିତ ସିଜନରେ ଚେନ୍ନାଇ ପାଇଁ ରୁତୁରାଜ ଗାଏକ୍ୱାଡ଼ ଜବରଦସ୍ତ…