Latest Odisha News

BREAKING NEWS

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୨…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସାଇନା ନେହ୍ୱାଲ, ସାତ୍ୱିକ-ଚିରାଗ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିନ୍ଧୁ କାନାଡାର ମିଚେଲ ଲୀଙ୍କ ନିକଟରୁ ୨୧-୮, ୨୧-୧୮ ଓ…

ରାଜସ୍ଥାନରେ କଂଗ୍ରେସର ପ୍ରାକ ନିର୍ବାଚନୀ ଭେଟି, ବିଜୁଳି ଏବେ ମାଗଣା

ଭୁବନେଶ୍ୱର: କଂଗ୍ରେସର ଗ୍ୟାରେଣ୍ଟି ଏବେ ନିର୍ବାଚନ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗଣାଯାଉଛି। କର୍ଣ୍ଣାଟକରେ ଏ କଥା କାମ ଦେବା ପରେ ଅନ୍ୟ ରାଜ୍ୟରେ ଦଳ ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଏପରିକି ଦେଶର ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ କଂଗ୍ରେସର…

ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଅଭୟ କାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ ହୋଇଛି। ପୂର୍ବରୁ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଭାବେ କାର୍ଯ୍ୟ କରିଥିବା ପାଠକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଅଂଶବିଶେଷ ସ୍ୱରୂପ…

ଶେରଗଡ଼ରୁ-ପୁରୀକୁ ଗଡ଼ିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଛି ପ୍ରଥମ ଏସି ବସ୍ ଜଗନ୍ନାଥ  ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ଶେରଗଡ଼-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ୍ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ…

‘ୟୁପି ରାଜନୀତି’, କଂଗ୍ରେସକୁ ଫଲୋ କରୁଛି ସମାଜବାଦୀ ପାର୍ଟି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ…

ଟିଏମସିକୁ କଂଗ୍ରେସର ଜବାବ, ବିଧାୟକ ନେଉଛ ଏକାଠି ହେବାକୁ କହୁଛ!

ଭୁବନେଶ୍ୱର: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ଟିଏମସି ପକ୍ଷରୁ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ କଂଗ୍ରେସର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ…

ନାବାଳିକାଙ୍କ ମୃତ୍ୟୁ ପରେ ନିଦ ଭାଙ୍ଗିଲା ସିଏମସିର, ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ

କଟକ: ନିଦ ଭାଙ୍ଗିଲା ସିଏମସିର। ନାବାଳିକାଙ୍କର ମୃତ୍ୟୁ ପରେ ଆଖି ଖୋଲିଛି କଟକ ମହନଗର ନିଗମ ଏବଂ ମେୟର ସୁବାସ ସିଂଙ୍କର। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ବୃଦ୍ଧି ପାଉଥିବା ଦେଖି ମେୟର ସୁବାସ ସିଂହ ତତ୍ପରତା ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପ୍ରୟାସ କରିବା…

ବିଜେପିକୁ ବହିରୁ ବାହାର କରିଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାରେ ଲାଗିଛି ନୂଆ କଂଗ୍ରେସ ସରକାର। ବିଜେପି ଦ୍ୱାରା କରାଯାଇଥିବା କିଛି ଯୋଜନାକୁ ବନ୍ଦ କରାଯିବା ସହ ଯୋଜନା ପାଇଁ ଅର୍ଥ ବରାଦକୁ ବି ବନ୍ଦ କରିଦିଆଯାଇଛି। ଏପରିକି କିଛି ବଡ଼…

ବଲାଙ୍ଗୀର ରାଜ ପରିବାର ଘରୋଇ କଳି, ବୋହୂ ନାଁରେ ଶାଶୁ ଘର ଲୋକ ଦେଲେ ଏତଲା

ବଲାଙ୍ଗୀର: ରାଜପରିବାର ମଧ୍ୟରେ ଚାଲିଥିବା ବୈବାହିକ ବିବାଦରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ଓ ତାଙ୍କ ବାପା ଅଜୟ ସିଂହଙ୍କ ବିରୋଧରେ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଅର୍କେଶଙ୍କ ପରିବାର ଲୋକେ ଏହି ମାମଲା ରୁଜୁ…