ବିପଦରେ ଚିତା; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ଆଉ ୨ ଶାବକ
ଭୋପାଳ: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଏବେ ବିପଦରେ ଚିତାଙ୍କ ଜୀବନ । ଉତ୍ତାପ ସମ୍ଭାଳି ନ ପାରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତା ଆଖି ବୁଜିବାରେ ଲାଗିଛନ୍ତି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ ।
ପ୍ରବଳ ଉତ୍ତାପ ସହି…