ମହାନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲା ୧୨ ବର୍ଷର ଜଗନ୍ନାଥ
କଟକ: ଭଟ୍ଟାରିକା ପୀଠ ନିକଟରେ ମହାନଦୀରେ ଗାଧୋଇବାକୁ ଯାଇ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ ନାମକ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ଘଟିଛି। କଟକ ବଡ଼ମ୍ବା ବ୍ଲକ୍ ଶାସଙ୍ଗ ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳକ ଜଣକ ଟ୍ୟୁସନ୍ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।…