ନୂଆ ସଂସଦ ଭବନ ଉଦ୍ଘାଟନକୁ ଆସିବେ ଏହି ୧୫ ଦଳ, କାଲି ବୟକଟ କରିଥିଲେ ୧୯
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଛନ୍ତି। ସେହିପରି ୧୫ଟି ଦଳ ଉଦ୍ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି…