ଓଡ଼ିଆରେ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’
ଭୁବନେଶ୍ୱର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ । ଆସନ୍ତାକାଲି ଅର୍ଥାତ ମେ ୨୬ ତାରିଖରେ ସାରା ରାଜ୍ୟର ଲୋକେ ଏହାକୁ ଦେଖିପାରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି…