Latest Odisha News

BREAKING NEWS

ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଏହି ସବୁ ଟ୍ରେନ୍

ଭୁବନେଶ୍ୱର: ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେବ । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ମାର୍ଗ ନିର୍ମାଣ କରାଯି । ଏଥି ଯୋଗୁଁ…

ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ ହେଲା ବିଦ୍ୟୁତ ସଂଯୋଗ, ବିକିରଣ ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ନ୍ୟୁକ୍ଲିୟର ବିକିରଣ ଆଶଙ୍କା ବୃଦ୍ଧି ପାଇଛି । ରିପୋର୍ଟ ମ ୁତାବକ ୟୁକ୍ରେନ ଅଧିନରେ ଥିବା ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହା ଦ୍ୱାର ବିକିରଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ସୋମବାର ରୁଷ…

କର୍ଣ୍ଣାଟକ ପରେ ସବୁ ଜିତିବା ଯୋଜନାରେ କଂଗ୍ରେସ

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ସହ ମନ୍ତ୍ରୀମଣ୍ଡଳର ଶପଥ ପରେ ଏବେ କଂଗ୍ରେସ ନେତୃତ୍ୱ ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଖୁବ କମ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ନିର୍ବାଚନ ହେବ। ତେଣୁ ଏ ସବୁ ରାଜ୍ୟରେ…

ବ୍ରିଜଭୂଷଣଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ । ତେବେ ସେ ସର୍ତ ରଖିଥିଲେ ଯେ, ଧାରଣାରେ ବସିଥିବା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟଙ୍କ ଏହି ଟେଷ୍ଟ କରାଗଲେ ମୁଁ ପ୍ରସ୍ତୁତ । ସୋମାବାର ରେସଲରଙ୍କ ପକ୍ଷରୁ ବଜରଙ୍ଗ…

ଗ୍ୟାଙ୍ଗଷ୍ଟାର ଲରେନ୍ସକୁ ପଚରା ଉଚରାରେ ଖୁଲାସା: ଟାର୍ଗେଟ ଲିଷ୍ଟରେ ସଲମାନ, ମୁସେୱାଲ ମ୍ୟାନେଜର ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ସୋମବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରିବା ପରେ ଚଂଚଲ୍ୟକର ଖୁଲାସା କରିଛି । ଲରେନ୍ସର ଟାର୍ଗେଟ ଲିଷ୍ଟରେ ବଲିଉଡ ଅଭିନେତା ସଲମାନ ଖାଁ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମ୍ୟାନେଜର ଶଗନପ୍ରୀତ ଶୀର୍ଷରେ…

କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।…

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ; ସୁଶାନ୍ତ ସିଂ ବାଦ ପଡିବା ପରେ ତାତିଲେ ସମର୍ଥକ

ଭୁବନେଶ୍ୱର: ବିଜେଡିରେ କୁହୁଳିଲା ଅସନ୍ତୋଷ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବାଦ ପଡିଥିବା ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଗୋଟିଏ ପଦ । ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ବରିଷ୍ଠ  ନେତା ତଥା…

ନବୀନଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନକୁ ‘ନୂଆ ବୋତଲ ପୁରୁଣା ମଦ’ ଆଖ୍ୟା ଦେଲା ବିଜେପି

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଏକାଧିକ ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର…

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

କଟକ:ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ  । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ଷଡଙ୍ଗୀ ଆଜି  ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ…