Latest Odisha News

BREAKING NEWS

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

ଏସିଆନ ଜୁନିୟର ଆଥଲେଟିକ୍ସ: ଜାତୀୟ ଶିବିର ପାଇଁ ଚୟନ ହେଲେ ଓଡିଶାର ରେୟାନ, ଜୟରାମ

ଭୁବନେଶ୍ୱର: ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ଜାତୀୟ ଶିବିର ପାଇଁ ଖେଳାଳି ଚୟନ କରାଯାଇଛି । ଏହି କ୍ୟାମ୍ପରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟଙ୍କୁ ଚାମ୍ପିୟନଶିପ ପାଇଁ ଚୟନ କରାଯିବ । ଓଡିଶାର ଦୁଇ ଉଦୀୟମାନ ଆଥଲେଟ ରେୟାନ…

ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ :ପୁରୀ ଜିଲ୍ଲା ଆକ୍ୟୁଟିକ ସଂଘ ଓ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଚାରିଗୋଟି ଚାରିଗୋଟି କାଟାଗୋରିରେ ମୋଟ…

ଏଟଲୀଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ବରୁଣ ଧାୱନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଟଲୀ କୁମାର ଏବେ ଶାହାରୁଖ ଖାଁଙ୍କ ସହ ଯବାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବା ପାଇଁ ଚେଷ୍ଟା କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଟଲୀ ଏବେ ବରୁଣ ଧାୱନଙ୍କ ସହ…

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ସଜ୍ଜା

ବାଲେଶ୍ୱର: ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାମପୁରର ଶିକ୍ଷକ ବସନ୍ତ ଦାସ ୨୦୧୯ରେ ଚକଲେଟ୍ ଦେବେ କହି ନାବାଳିକାଙ୍କୁ…

ଗ୍ରାହକ ସାଜି ଆସିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ କୋଟିର ଗହଣା

ଯାଜପୁର: ଗ୍ରାହକ ସାଜି ସୁନା ଦୋକାନକୁ ଆସିଥିଲେ । ସୁନା ଗହଣା ଦେଖିଲେ । ଶେଷରେ ମାରଣାସ୍ତ୍ର ଦେଖାଇ ଦୋକାନ ଲୁଟିନେଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସ ନଗରରେ ।  ପୋଲିସକୁ ଚାଲେଞ୍ଜ ଦେଇ ଦିନ ୧ଟାରୁ ସାଢେ ଗୋଟାଏ ସମୟରେ ଏପରି ଲୁଟପାଟ ଘଟାଇଛନ୍ତି ଦୁର୍ବୃତ୍ତ । ଯାଜପୁର…

ଜିତିବାର ୨୪ ଘଣ୍ଟା ପରେ ହାରିଗଲେ କଂଗ୍ରେସ ପ୍ରାର୍ଥୀ; ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟକୁ ଯିବେ

ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଲା । କଂଗ୍ରେସ ଶିବିରରେ ବିଜୟର ଦୀପାବଳି  । ସମସ୍ତେ ମନାଉଛନ୍ତି ବିଜୟ ଉତ୍ସବ । ହେଲେ ଏଇ କଂଗ୍ରେସ ନେତାଙ୍କୁ ଦେଖ, ବିଜୟର ଖୁସିକୁ  ଦିନଟିଏ ବି ଉପଭୋଗ କରିପାରିଲେ ନାହିଁ । ବିଜୟର ଦିନକ ପରେ ଅର୍ଥାତ ଗତକାଲି ସେ ଜାଣିବାକୁ…

ଉଚ୍ଛେଦ ବେଳେ ଉତ୍ତେଜନା, ମହିଳା ବ୍ୟବସାୟୀଙ୍କୁ ବାସନ ମାଜିବାକୁ ଅଧିକାରୀ କହିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଏମସି ଏନଫୋର୍ସମେଣ୍ଟ ଟିମର କିଛି ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଅନେକ ଦୋକାନୀ । ଏହାର ଜବାବରେ ବହୁ…

ଖଡଗେଙ୍କ ବିରୋଧରେ ୧୦୦ କୋଟିର ମାନହାନି ମକଦ୍ଦମା; କୋର୍ଟରୁ ଆସିଲା ସମନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ପରେ ଏବେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ମାନହାନି ମକଦ୍ଦମା । ଏ ନେଇ ଖଡଗେଙ୍କ ପାଖକୁ ଯାଇଛି କୋର୍ଟ ନୋଟିସ । ଏହି କେସ କରିଛି ବଜରଙ୍ଗ ଦଳ । ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI)…