Latest Odisha News

BREAKING NEWS

କବିତା : କାହିଁକି ?

ଈଶ୍ୱର ଗୁରୁ ଏ ଶୂନ୍ୟତା ଭିତରେ ସେ କୋଳାହଳ ଶବ୍ଦ କାହିଁକି ? ଏ ମୃତ୍ୟୁ ବିଭୀଷିକାରେ ସେ ବଞ୍ଚିବାର ଇଚ୍ଛା କାହିଁକି ? ଏ ଛଳନା ପ୍ରତାରଣାରେ ସେ ମାନବିକତା କାହିଁକି ? ଏ ମାୟା ପ୍ରହେଳିକାରେ ସେ ସ୍ପଷ୍ଟ ଚେତନା କାହିଁକି ? ଏ ଅନ୍ଧାର ବାଟରେ ସେ ଚନ୍ଦ୍ର ଆଲୋକ କାହିଁକି ?…

ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଜୟ, ‘ସ୍କାଏ’ଙ୍କ ଧୂଆଁଧାର ବ୍ୟାଟିଂ ତିଆରି କଲା ନୂଆ ରେକର୍ଡ

ଭୁବନେଶ୍ୱର: ଚଳିତ ଆଇପିଏଲର ୫୭ ତମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ପୁଣି ଥରେ ଦେଖିବାକୁ ମିଳିଛି। ଏଥର ସୂର୍ଯ୍ୟଙ୍କ ବ୍ୟାଟିଂ ଏତେ ଚମତ୍କାର ଥିଲା ଯେ ସେ ଏହି ଲିଗରେ ପୂର୍ବରୁ ଯାହା କରିପାରିନଥିଲେ ତାହା ଏଥର କରି ଦେଖାଇଛନ୍ତି। ସେ ଆଇପିଏଲ ଇତିହାସରେ ପ୍ରଥମ ଶତକୀୟ…

ଇମ୍ରାନଙ୍କୁ କୋର୍ଟ ସମର୍ଥନ କରୁଛନ୍ତି କହିଲେ ପାକ୍ ପ୍ରଧାନମନ୍ତ୍ରୀ, ପ୍ରତିବାଦ କରିବାକୁ ଶାସକ ଦଳର ନିଷ୍ପତ୍ତି

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ହାଇକୋର୍ଟରେ ରଖାଯାଇଥିଲା। ଶୁକ୍ରବାର ରାତିରେ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ କୋର୍ଟ ତାଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ଧରି ବନ୍ଧକ…

ରେଲଓ୍ୱେର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଆଉଟଲେଟ ଖୋଲିଲା ୩୧ଟି

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ପ୍ରଚାର ଓ ବିକ୍ରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ 'ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ' (ଓଏସ୍ଓପି) ଯୋଜନା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୫, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ…

ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ଯାଜପୁର ଜିଲ୍ଲାର ଉପସଭାନେତ୍ରୀ

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ…

ରାହୁଲ ଗାନ୍ଧୀଙ୍କୁ ଦଣ୍ଡିତ କରିଥିବା ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରେ ମୋଦୀ ସରନେମ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁରଟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ସିଜେଏମ୍) ହରିଶ ହସମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ୬୮ ଜଣ ତଳକୋର୍ଟର ବିଚାରପତିଙ୍କ ପଦୋନ୍ନତି ଉପରେ…

ରାଉରକେଲା ଏନଆଇଟି ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଏନ୍ଆଇଟିର ସିଭି ରମଣ ଛାତ୍ରୀ ନିବାସରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲର ଅନେକ ଛାତ୍ରୀ ଗୋଟିଏ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ଏହାପରେ ଅଗ୍ନିକାଣ୍ଡ ବାବଦରେ…

ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ। ସିବିଆଇ କହିଛି ଯେ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…