Latest Odisha News

BREAKING NEWS

ଗିଲଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜରାଟ ନିକଟରୁ ୫୬ ରନରେ ହାରିଲା ଲକ୍ଷ୍ନୌ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ଏକ ହାଇସ୍କୋରିଂ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୫୬ ରନରେ ଲକ୍ଷ୍ନୌ ସୁପର ଜ୍ୟାଟଂସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୨୭ ରନ ସଂଗ୍ରହ କରିଥିଲା । ରିଦ୍ଧିମାନ ଶାହା ୮୧ ଓ ଶୁଭମନ ଗିଲ ୯୪ ରନର ବିସ୍ଫୋରକ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ୍ ଧରି ବିଦ୍ୟୁତ କାଟ ହେବା ପରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ଏ ଏଭିଯୋଗ କରିବା ସହ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର…

ଭାରତୀୟ ବାୟୁସୀମାରେ ଘୁରି ବୁଲିଲା ପାକିସ୍ତାନ ଏୟାରଲାଇନ୍ସର ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ଘୁରି ବୁଲିବା ଚିନ୍ତାର କାରଣ ସାଜିଥିଲା । ବିମାନଟି ଭାରତ ସୀମାରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା । ସେନା ପ୍ରାୟ ୧୦ ମିନିଟ ଏହା ଉପରେ ନଜର ରଖିଥିଲା । ବିମାନଟି ପଞ୍ଜାବ ନିକଟରେ ୧୨୦ କିଲୋମିଟର…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଆକାଶ, ନିଶାନ୍ତ ପ୍ରି କ୍ୱାର୍ଟରରେ

ନୂଆଦିଲ୍ଲୀ: ତାଶକନ୍ଦରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆକାଶ ସାଙ୍ଗୱାନ ଓ ନିଶାନ୍ତ ଦେବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ନିଜ ନିଜ ବିଭାଗର ମୁକାବିଲାରେ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ କିଗ୍ରା ବିଭାଗରେ…

ଇଣ୍ଡିଆନ ଓପନ ପାରା ଆଥଲେଟ: ଜୟନ୍ତୀ ଜିତିଲେ ହ୍ୟାଟ୍ରିକ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଚଳିତ ୫ମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୨୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ । ୨୩ ବର୍ଷୀୟା ଏହି ଆଥଲେଟ ଶ୍ରୀଲଙ୍କାର ଦୁଇ…

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ପରିବାରର ୫ ସଦସ୍ୟ

ପାଟନା: ବିହାରର ବୈଶାଳୀ ଏବଂ ମୁଜାଫରପୁର ଏନଏଚ ୨୮ରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା  । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଶନିବାର ଦିନ ରାତିରେ । ମୁର୍ଜାଫରପୁରର କାଣ୍ଟି ଥାନା ଇଲାକାରେ…

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…

ମେ’ ୯ରେ ସାରା ଦେଶରେ ସାମୁହିକ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ:  ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର…