ପେନସନ ପାଇଁ ବ୍ୟାଙ୍କ ଯିବାକୁ ବୃଦ୍ଧାଙ୍କ ଆଶାବାଡ଼ି ସାଜିଲା ଚୌକି, ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ନବରଙ୍ଗପୁର: ଟାଣ ଖରାରେ ଖାଲି ପାଦରେ ଚାଲି ଚାଲି ବୃଦ୍ଧା ଗଲେ ପେନସନ ଆଣିବାକୁ। ଚେୟାରକୁ ଆଶାବାଡି କରି ବ୍ୟାଙ୍କ ଆସିଥିଲେ ନବରଙ୍ଗପୁରର ସୂର୍ଯ୍ୟ ହରିଜନ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମାମଲାକୁ ଗୁରୁତର ସହ ନେଇଛନ୍ତି ଆଉ…