ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ; ମିଳିବ ଏମିତି ସୁବିଧା
ପୁରୀ: ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ । ବଡଦାଣ୍ଡରେ କରାଯିବ ବ୍ୟବସ୍ଥା । ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଗଡିବ ୮୫ଟି ବିଦ୍ୟୁତ ବା ବ୍ୟାଟେରୀ ଚାଳିତ ଯାନ । ଏହା ଭିତରେ ରହିଛି ୩୫ଟି ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ ମିନି ବସ ଓ ୫୦ଟି ବ୍ୟାଟେରି ଚାଳିତ ଯାନ । ସେତିକି ନୁହେଁ,…