ଚର୍ଚ୍ଚାରେ ଯୋଗୀଙ୍କ ଦମନ ଷ୍ଟ୍ରାଟେଜି !
ଭୁବନେଶ୍ୱର: ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଅପରାଧି ଦମନ ମଡେଲ ଏବେ ସବୁଆଡେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଯେତେ ସମାଲୋଚନା ହେଲେ ବି ଯୋଗୀ ଏହି ମଡେଲକୁ ବିଶ୍ୱାସ କରୁଥିବା କୁହାଯାଉଛି। ଉତ୍ତରପ୍ରଦେଶ ମାଫିଆ ମୁକ୍ତ ହୋଇଥିବା କହିଛନ୍ତି ଆଦିତ୍ୟନାଥ।
କାଲି ଯେଉଁମାନଙ୍କ ପାଇଁ…