ଅଭୁଲା ଗୀତ : ଆକାଶେ କି ରଙ୍ଗ ଳାଗିଲା
ଗୀତ : କାର୍ତ୍ତିକ କୁମାର ଘୋଷ
ଗାୟନ : ନିର୍ମଳା ମିଶ୍ର
ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦
ଆକାଶେ କି ରଙ୍ଗ ଳାଗିଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ଚୋରା ପବନେ ସୁରଭି କେ ଦେଲା
ଆଜି ଆକାଶେ କି ରଙ୍ଗ ଲାଗିଲା
ବାଜେ କାହା ଆଗମନୀ ଗୀତିକା
ସାଜେ ନୂଆ ସାଜେ ବନ…