Latest Odisha News

BREAKING NEWS

ଅବକାରୀ ମାମଲାରେ ଗତବର୍ଷ ତୁଳନାରେ ଗିରଫଦାରୀ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପାଖପାଖି…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

ପିଏମ୍ ଆବାସ ଯୋଜନା ବିବାଦ ! ବିଜେପିର ଆରୋପକୁ କାଉଣ୍ଟର କରି ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରବିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆରୋପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି ।…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

‘ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ରାଜ୍ୟ ରାଜରାସ୍ତାରେ ନିଆଁ ଜଳିବ’:…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାରେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛି । କଂଗ୍ରେସ ଶାସନ ଅମଳରେ ଓଡ଼ିଶାକୁ ଯେତେ ପକ୍କା ଘର ଆସିଛି, ମୋଦି ସରକାର ଅମଳରେ ୨୦୧୪ ରୁ ୨୦୨୨ ମସିହା ଭିତରେ ବିଗତ ୮ବର୍ଷରେ ତାଠାରୁ ତିନିଗୁଣା ପକ୍କା ଘର ଓଡ଼ିଶାକୁ ମିଳିଛି । ଯଦି ରାଜ୍ୟ ସରକାର ଠିକ୍…

୨୦ ତାରିଖ ଯାଏ ଘଡ଼ଘଡ଼ି ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଘଡ଼ଘଡ଼ି ବର୍ଷା ପ୍ରଭାବରେ କମିବ ତାତି । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ । ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ବାଘକୁ ଅଂଶୁଘାତ ! ଅସୁସ୍ଥ ଅବସ୍ଥାରେ କାବୁ କରି ଚିକିତ୍ସା କରୁଛି ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।…

ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା

ପାରାଦୀପ: ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା। ଜୁନ୍ ୧୪ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ବର୍ତ୍ତମାନ ମାଛମାନଙ୍କର ଅଣ୍ଡାଦାନ ସମୟ ହୋଇଥିବାରୁ, ମାଛ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସମୟରେ…

ପିଏମ୍ ଆବାସ ଓ ସମ୍ବଲପୁର ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛନ୍ତି । ଖାସ କରି ପିଏମ୍ ଆବାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗିରିରାଜ। କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର ୧୦…

ସମ୍ବଲପୁରରୁ କେବେ ହଟିବ କର୍ଫ୍ୟୁ ? ଡିଜିପି କହିଲେ ସ୍ଥିତି ଠିକ୍ ରହିଲେ ଦିନେ କିମ୍ବା ୨ ଦିନ…

ସମ୍ବଲପୁର: ଶାନ୍ତି ଫେରୁଛି, କର୍ଫ୍ୟୁ ହଟିବ । ୧୪ ତାରିଖ ପର ଠାରୁ ସମ୍ବଲପୁର ସହରରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି । ଗତକାଲି କର୍ଫ୍ୟୁ କୋହଳ ହୋଇଥିଲା । ଆଜି ଆଉ ଟିକିଏ କୋହଳ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରହିଥିବା…