Latest Odisha News

BREAKING NEWS

ବିଜେପିର ଦରକାର ଆଦିବାସୀ ଭୋଟ !

ଭୁବନେଶ୍ୱର: ବିଜେପି ଫୋକସରେ ଆଦିବାସୀ ଓ ଆଦିବାସୀ ବହୁଳ ଅଞ୍ଚଳ। ସମୟ ଅନୁଯାୟୀ ଲୋକେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ ଆଗକୁ ଯାଇପାରିନାହାନ୍ତି। ଆଜି ବି ବହୁ ଆଦିବାସୀ ବହୁଳ ଅଞ୍ଚଳ ଅପହଞ୍ଚ। କିନ୍ତୁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଫୋକସ…

କର୍ଣ୍ଣାଟକରେ ମୁସଲମାନଙ୍କର ୪% ସଂରକ୍ଷଣ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିଲେ…

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା। ରାଜ୍ୟ ସରକାରଙ୍କର ମୁଲମାନଙ୍କ ୪ ପ୍ରତିଶତ ସଂରକ୍ଷଣର ଉଚ୍ଛେଦ ନିଷ୍ପତି ଭୁଲ ଧାରଣା ଉପରେ ଅବଧାରିତ ବୋଲି କୋର୍ଟ କହିଛନ୍ତି। ଆଜି(ଏପ୍ରିଲ ୧୩) ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି…

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ ଔଲେଖ ରହିଛନ୍ତି । ବୁଧବାର ରାତିରେ ମନକୀରଟ ଚଣ୍ଡୀଗଡରୁ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡିକୁ ଅନୁସରଣ କରିଥିଲେ । ମନକୀରଟ ପ୍ରଥମେ ଏ ନେଇ ବିଶେଷ ଧ୍ୟାନ ଦେଇ ନ ଥିଲେ…

ବଢୁଛି ବିରୋଧୀଙ୍କ ଶକ୍ତି, ଏଥର ମୋଦିଙ୍କ ସହ ନିର୍ଣ୍ଣାୟକ ଲଢେଇ!

ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି…

ପୁଣି ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ଫେରାଦ ହେଲେ ସାବରକରଙ୍କ ନାତୀ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନାଁରେ ଆଉ ଏକ ମାନହାନୀ ମାମଲା ରୁଜୁ ହୋଇଛି। ଏଥର ବୀର ସାବରକରଙ୍କ ନାତୀ ସାତ୍ୟକି ସାବରକର ରାହୁଲଙ୍କ ନାଁରେ ମାମଲା କରିଛନ୍ତି। ଲଣ୍ଡନ୍‌ରେ ରାହୁଲ ଗାନ୍ଧୀ ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ସତ୍ୟକି ମହାରାଷ୍ଟ୍ରର ଏକ…

ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ମଞ୍ଜୁର

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ…

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି। ସଭରକରଙ୍କ ବିରୋଧରେ ରାହୁଲ…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

୪୩.୫ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆଉ ୨ ଦିନ ବଢ଼ିବ ତାତି

ଭୁବନେଶ୍ୱର: ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୪୩.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାକୁ ବାଦ ଦେଲେ ୮ଟି ସ୍ଥାନରେ ପାରଦ ଆଜି ୪୨ ଡିଗ୍ରୀ ଉପରେ ରହିଛି । ଦିନ ୧୦ଟା ପରେ ପଦାକୁ ବାହାରିବା ସମ୍ଭବ…