ଜାଲ୍ ସାର୍ଟିଫିକେଟ କାରବାର: ସିବିଆଇ ତଦନ୍ତ ଦାବି କଲା ବିଜେପି, ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ୱର: ପୋଷ୍ଟ ଅଫିସ ନିଯୁକ୍ତିରେ ନକଲି ସାର୍ଟିଫିକେଟ କାରବାରକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ପ୍ରଥମେ ଓଡ଼ିଶାର ପୋଷ୍ଟ ମାଷ୍ଟର ଜେନେରାଲ (ପିଏମଜି) ସିବିଆଇକୁ ତଦନ୍ତ ପାଇଁ ଅନୁରୋଧ କରିବାର ଦିନକ ପରେ ବିରୋଧୀ ବିଜେପି ଦଳର ରାଜ୍ୟ ସଭାପତି ମନମୋହନ ସାମଲ…