Latest Odisha News

BREAKING NEWS

ପଶ୍ଚିମବଙ୍ଗ ହିଂସା ନେଇ କୋଠୋର ହେଲା କେନ୍ଦ୍ର, ୩ ଦିନ ମଧ୍ୟରେ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାମନବମୀ ଅବସରରେ ଘଟିଥିବା ହିଂସାକାଣ୍ଡ ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଜି(ମଙ୍ଗଳବାର) ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି କେନ୍ଦ୍ର ସରକାର। ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ଘଟିଥିବା…

ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ବ୍ରୁସେଲ୍ସ: ଫିନଲାଣ୍ଡ ମଙ୍ଗଳବାର ବିଧିବଦ୍ଧ ଭାବେ ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସଦସ୍ୟ ହୋଇଛି । ଏହି ମିଲିଟ୍ରି ଆଲାୟନ୍ସରେ ୩୧ତମ ଦେଶ ଭାବେ ଫିନଲାଣ୍ଡ ସାମିଲ ହୋଇଛି । ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ ଏହା ଘୋଷଣା କରିଛନ୍ତି । ଅପରପକ୍ଷରେ ନାଟୋରେ…

ବିଜେପିର କଂଗ୍ରେସ ଫାଇଲ୍ : ତୃତୀୟ ଏପିସୋଡରେ ୨୦୧୨ର କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି

ନୂଆଦିଲ୍ଲୀ : ‘କଂଗ୍ରେସ ଫାଇଲ୍ସ’ ସିରିଜ୍‌ର ଏପିସୋଡ୍‌-୨ ରିଲିଜ୍‌ ହେବାର ଠିକ୍ ଗୋଟିଏ ଦିନ ପରେ ବିଜେପି ଏହାର ଏପିସୋଡ୍‌-୩ ରିଲିଜ୍‌ କରିଛି । ‘କଂଗ୍ରେସ ଫାଇଲ୍ସ’ ଏପିସୋଡ୍‌-୩ରେ ୨୦୧୨ର ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ମଙ୍ଗଳବାର ରିଲିଜ…

ଆଇପିଏଲରେ ପାଦ ଥାପିଲା କରୋନା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପାଦ ଥାପିଛି କରୋନା । ଏହି ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ପରେ ଷ୍ଟାଡିୟମରେ ଭରପୂର ସମର୍ଥକଙ୍କ ସହ ଏଥର ଆଇପିଏଲ ଖେଳାଯାଉଛି । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ମୁକାବିଲା…

ଏଏସ୍ଆଇ କରୁ କପିଳେଶ୍ୱର ମନ୍ଦିରର ରକ୍ଷାଣବେକ୍ଷଣ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବାବା କପିଳେଶ୍ୱର ମନ୍ଦିର ରାଜ୍ୟର ଅନ୍ୟତମ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ । ଏହି ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (Archeological Survey of India)  ଦ୍ୱାରା ସଂରକ୍ଷିତ କ୍ଷେତ୍ର ସୂଚୀରେ ରହିବା ଯୋଗ୍ୟ ଅଟେ ।…

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ଅଶୋକ ଗେହଲେଟ ଏବଂ ବସୁନ୍ଧରା ରାଜେ ଉଭୟଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଗେହଲେଟ ଟୁଇଟ କରି ଜଣାଇଛନ୍ତି ସାମାନ୍ୟ ଲକ୍ଷଣ ସହ ମୁଁ କୋଭିଡରେ ସଂକ୍ରମିତ ହୋଇଛି ।…

ପଶ୍ଚିମବଙ୍ଗ ହିଂସାକୁ ନେଇ ମମତାଙ୍କ କଟାକ୍ଷ; କହିଲେ ‘ବାମ’ ଓ ‘ରାମ’ ହାତ ମିଳାଇଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଜୁରୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି । ମମତା କହିଛନ୍ତି ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ତାଳଚେରର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍

ଅନୁଗୁଳ: ତାଳଚେରରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କୁମୁଣ୍ଡାର ଜଣେ ଟାୟାର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି କଟକ ଜିଏସଟି ଅନଫୋର୍ସମେଣ୍ଟ ଟିମ୍ । ମିଳିଥିବା ସୂଚନା ଅନୁସାରେ, କୁମୁଣ୍ଡା ଗାଁର ୨ ଜଣ ବ୍ୟବସାୟୀଙ୍କ ବିବି ଟ୍ରେଡର୍ସ ନାଁରେ ଏକ ସଂସ୍ଥା ରହିଛି । ବିବି ଟ୍ରେଡର୍ସ…

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ…