Latest Odisha News

BREAKING NEWS

୨୫ ପର୍ଯ୍ୟବେକ୍ଷକଙ୍କ ସହ ନବୀନ କରିବେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ପରିବର୍ତ୍ତନ ହେବା ପରେ ପରେ ୨୦୨୪କୁ ଆଖି ଆଗରେ ରଖି ବିଜେଡି ୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ବା ସେନିପତି ନିଯୁକ୍ତ କରିଛି। ଯେଉଁଥିରୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ୱ ରହିଛି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାନ୍ଧରେ ।…

ଅଚାନକ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ, ନିର୍ମାଣଧୀନ ଶ୍ରମିକଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ କୋଠାକୁ ଯାଇ ପରିଦର୍ଶନ କରିଛନ୍ତି। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ସେ ଘଣ୍ଟାଏରୁ ଅଧିକ ସମୟ ନୂଆ ସଂସଦ ଭବନର କୋଠାକୁ ବୁଲି ଦେଖିବା ସହିତ ନିର୍ମାଣକାମରେ ନିୟୋଜିତ କର୍ମଚାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ନାମରେ ସ୍ମାରକୀ ଡାକଟେକଟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗ…

ଆଇପିଏଲ ୨୦୨୩: ଅଧିନାୟକଙ୍କ ଫଟୋଶୁଟରେ ରୋହିତ ଅନୁପସ୍ଥିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଗୁରୁବାର ସମସ୍ତ ଟିମର ଅଧିନାୟକଙ୍କ ଫଟୋଶୁଟ କରାଯାଇଥିଲା । ଟ୍ରଫି ଚାରିପଟେ ସମସ୍ତ ଅଧିନାୟକ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଅନୁପସ୍ଥିତ ଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତାରେ ପଡି…

୨୦୧୯ ନିର୍ଦ୍ଦେଶନାମା ପାଳନ ହେଉଛି କି ନାହିଁ ଜାଣିବାକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୧୯ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁପାଳନ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ବୁଧବାର ଜଷ୍ଟିସ ଏମ୍ଆର୍ ଶାହା ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ'…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର: ତେଲକୋଇ ବ୍ଲକ ଡିମିରିଆ ସିଆରସିସି ଅନ୍ତର୍ଗତ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପ୍ରାୟ 12 ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପ୍ରଧାନ ଶିକ୍ଷକ ନାରାୟଣ ସେନାପତିଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ…

ଆଇପିଏଲରେ ବେଶ ଚର୍ଚ୍ଚିତ ହୋଇଥିଲେ ଏହି ରହସ୍ୟମୟ ମହିଳାମାନେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରୋମାଂଚ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ଖେଳାଳିମାନେ ଆଇପିଏଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇ ଉଠିଥାନ୍ତି । ତେବେ ଆଇପିଏଲରେ ଏପରି କେତେକ ରହସ୍ୟମୟ ମହିଳା ଅଛନ୍ତି ଯେଉଁମାନେ କି ବେଶ ଚର୍ଚ୍ଚିତ ହୋଇଥିଲେ । ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ…

ବିନା ରାଜୁ ଦାସରେ କଣ ବିଜେଡି ହାରିବ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ତେଣୁ ଏହା ପ୍ରମୁଖ ଦଳ ଗୁଡିକ ପାଇଁ ସେମିଫାଇନାଲ ମ୍ୟାଚ ବୋଲି ଆଲୋଚନା ହେଉଛି। ସାଧାରଣ ଭାବେ ରାଜ୍ୟରେ ଶାସକ ଦଳ ବିଜେଡି ସବୁଠୁ ପ୍ରଭାବୀ ଦଳ ଭାବେ ଉଭା ହୋଇଛି।…

ଟାର୍ଗେଟରେ ‘ରାହୁଲ’ ସଂସଦରୁ ବିଦା କଲେ, ଘରୁ ତଡିଦେବେ, ଆଗକୁ କଣ ?

ଭୁବନେଶ୍ୱର: ସଦସ୍ୟ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ରାହୁଲଙ୍କ ସପକ୍ଷରେ ଏକ ମାହୋଲ ତିଆରି କରିଛି। କିନ୍ତୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଜି ନୁହେଁ କେବେଠୁ ରାହୁଲ ଟାର୍ଗେଟରେ…

ମହିଳାଙ୍କୁ ଢାଲ କରି ରାଜଧାନୀରେ ମାତିଛନ୍ତି ଜମି ମାଫିଆ ! ୭ ଗିରଫ, ମାଷ୍ଚରମାଇଣ୍ଡ ଫେରାର୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ବଡି ବିଲଡର୍ ଜମି ମାଫିଆ । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପଜେସନ୍ ଗ୍ୟାଙ୍ଗ । ୧୦ କୋଟିର ଜମି ପାଇଁ ଏମାନେ ନେଇଥାନ୍ତି ଏକ କୋଟିର ବଟି । ଏଭଳି ଏକ ୭ ଜଣିଆ ଗ୍ୟାଙ୍ଗକୁ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଏମାନେ ହେଲେ,…