Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ୪୪ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ପୁଣିଥରେ ମୁଣ୍ଡ ଟେକିଛି। ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୪୪ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ବୁଧବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସଂକ୍ରମିତଙ୍କ…

୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା‌ ଝଡ଼ ପ୍ରଭାବରେ ଶୁକ୍ରବାର ୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ପଶ୍ଚିମାଝଡ଼ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଏପ୍ରିଲରୁ ମହଙ୍ଗା ହେବ ମଦ ଦର, ଅବକାରୀ ନୀତିରେ ନୂଆ କ’ଣ?

ଭୁବନେଶ୍ୱର: ଏପ୍ରିଲ ୧ରୁ ରାଜ୍ୟରେ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବାକୁ ଯାଉଛି। ସରକାର ଲାଇସେନ୍ସ ଓ ଆପ୍ଲିକେସନ ଫି' ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତିରେ ଯୋଗାଣକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ସାମିଲ କରାଯାଇଛି। ଗୁରୁବାର ଅବକାରୀ ବିଭାଗର…

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍, ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିବ ସିବିଆଇ!

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଛି ଏକ ବରଗାଡି ଯାତ୍ରୀ। ବିଳମ୍ବିତ ରାତିରେ ସମ୍ବଲପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ଜଣଙ୍କର କୌଣସି…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ମା’ ଝିଅକୁ ଧକ୍କା ଦେଲା ‘ମଦ୍ୟପ’ କାର ଡ୍ରାଇଭର

କଟକ: ଯେତେବେଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ ସାରା ରାଜ୍ୟରେ ପୋଲିସ ଧରପଗଡ ଚଳାଇଛି ସେହି ସମୟରେ ଜଣେ ମଦ୍ୟପ କାର ଡ୍ରାଇଭର ମା' ଝିଅକୁ ଧକ୍କା ଦେଇଛି। ଗୁରୁବାର ସଂଧ୍ୟାରେ କଟକରେ ଦେଖିବାକୁ ମିଳିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ,…

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତ ଦେହ, ବୁଧବାର ରାତିରେ କରିଥିଲେ ଗୃହ ପ୍ରବେଶ

ବଲାଙ୍ଗୀର: ନିକଟରେ ଘର ଭଡା ନେଇଥିଲେ ରହିବାକୁ । କିନ୍ତୁ ଘରେ ରହିବାର ଚବିଶ ଘଣ୍ଟା ବିତିନି ଭଡାଟିଆଙ୍କ ମର ଶରୀର ଉଦ୍ଧାର ହୋଇଛି। ବଲାଙ୍ଗୀର ସହରରେ ଏପରି ଏକ ଘଟଣା ଘଟିଛି। ମୃତକ ଜଣଙ୍କ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର। ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଟ୍ଟା ବଢ଼ିଛି।…

ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ

କଟକ: ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ। ଗୁରୁବାର କଟକ ସହରର ଏକ ସପିଂ ମଲରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। କଟକ ଜୋନ୍-୬ ଏସିପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ସୂତ୍ରରୁ ଖବର ପାଇ ବାଦାମବାଡି…

ଗୁଜରାଟ-ଚେନ୍ନାଇ ଉଦଘାଟନୀ ମୁକାବିଲା

ଅହମ୍ମଦବାଦ: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ ଆଇପିଏଲ । ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟଲ ହାସଲ କରି…