ଆମେରିକାର ଖବରଦାତାଙ୍କୁ ଅଟକ ରଖିଲା ରୁଷିଆ ସୁରକ୍ଷା ଏଜେନ୍ସି
ମସ୍କୋ: ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଖବରଦାତାଙ୍କୁ ଗୁପ୍ତଚର ସନ୍ଦେହରେ ରୁଷିଆ ସୁରକ୍ଷା ଏଜେନ୍ସି ଅଟକ ରଖିଛି । ଏଫଏସବି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରଠାରୁ କୌଣସି ବିଦେଶୀ ଖବରଦାତାଙ୍କ ବିରୋଧରେ ଏହା ବଡ ପଦକ୍ଷେପ ବୋଲି ବିବେଚନା…