କର୍ଣ୍ଣାଟକର ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା ଲାଞ୍ଚ ମାମଲାରେ ଗିରଫ
କର୍ଣ୍ଣାଟକ: ଗିରଫ ହେବା ଭୟରେ ଦୀର୍ଘ ଦିନ ହେବ ଲୁଚିବା ପରେ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା। ନିକଟରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହାପରେ ସେ ଗିରଫ ହୋଇଛନ୍ତି। ସୋମବାର…