Latest Odisha News

BREAKING NEWS

କୁନୋ ନ୍ୟାଶନାଲ ପାର୍କରେ ଥିବା ଶସା ଚୀତାର ମୃତ୍ୟୁ

ଭୋପାଳ: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଶସା ନାମକ ମହିଳା ଚିତା ବାଘର ମୃତ୍ୟୁ ଘଟିଛି । କିଡନୀ ସଂକ୍ରମଣ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ…

ବିସିସିଆଇ ଆବେଦନ ପରେ ଆଇସିସି ବଦଳାଇଲା ଇନ୍ଦୋର ପିଚ ରେଟିଂ

ଇନ୍ଦୋର: ଇନ୍ଦୋର ପିଚ ନେଇ ବିସିସିଆଇର ସମ୍ମାନ ରକ୍ଷା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପିଚକୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଖରାପ ପିଚ ଶ୍ରେଣୀରେ ସାମିଲ କରିବା ସହ ଡିମେରିଟ୍ସ ପଂଏଟ ଦେଇଥିଲା । ଏହା ପରେ ମାର୍ଚ୍ଚ ୧୪ରେ…

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି…

ଶ୍ରେୟାଶଙ୍କ ସ୍ଥାନରେ ନୀତିଶ ହେବେ କେକେଆର ଅଧିନାୟକ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ଆରମ୍ଭରୁ କୋଲକାତା ନାଇଟ ରାଇଡର୍ସ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ଶ୍ରେୟାଶ ଆୟାର ଆଘାତପ୍ରାପ୍ତ ହୋଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ସୋମବାର କେକେଆର…

ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା  । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା…

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…

ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଏବଂ ପଥରମାଡ

ବେଙ୍ଗାଲୁର: ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି।  ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା…

୨୪୦୦ କୋଟି ଟଙ୍କାରେ ଆମ୍ରି ହସ୍ପିଟାଲକୁ କିଣିବ ମନିପାଲ

ମୁମ୍ବାଇ:ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବଂ ନ୍ୟାୟିକ ଯୁଦ୍ଧ ପରେ ଶେଷରେ ମନିପାଲ ହେଲ୍ଥ ଏଣ୍ଟରପ୍ରାଇଜେସ ଆମ୍ରି ହସ୍ପିଟାଲକୁ କିଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିପାଇଁ ୨୪୦୦ କୋଟିର ଡିଲ ହୋଇଛି । ଚୁକ୍ତି ଅନୁଯାୟୀ ମନିପାଲ ପ୍ରଥମ ପର୍ଯ୍ୟାୟରେ  ୭୫ ପ୍ରତିଶତ ଅର୍ଥ ପ୍ରଦାନ…