ଥ୍ରୀ ଇଡିଏଟ୍ସ ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ ବାଦ ପଡିଲେ କରୀନା !
ମୁମ୍ବାଇ: ଥ୍ରୀ ଇଡିଏଟ୍ସର ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ କରୀନା କାପୁର ବାଦ ପଡିଛନ୍ତି । ଏହି ୨ଟି ଖବରର ସତ୍ୟତା ପୃଷ୍ଟି ହୋଇପାରି ନାହିଁ । ଥ୍ରୀ ଇଡିଏଟ୍ସ ଓ ବଜରଙ୍ଗୀ ଭାଇଜାନ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲ ନେଇ ପ୍ରଶଂସକମାନଙ୍କ ଉତ୍କଣ୍ଠା ରହିଛି ।…