Latest Odisha News

BREAKING NEWS

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ କର ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

ଚାରି ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ଉଦ୍‌ଯାପିତ, କ୍ରିକେଟ ଓ ଟେନିସ୍‌ରେ ସୋଆ ବିଜୟୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି । ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ । କ୍ରିକେଟ…

ଶରତଙ୍କ ପିସିସି ନେତୃତ୍ୱକୁ ୧୦ ମାସ, ଯୋଡି ହେଉନି ହାତ !

ଭୁବନେଶ୍ୱର: କଂଗ୍ରେସରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଶରତ ପଟ୍ଟନାୟକଙ୍କ ନୂଆ କମିଟି ଘୋଷଣା ହେବା ବଦଳରେ ତାରିଖ ଗଡି ଗଡି ଚାଲିଛି। ଦାୟିତ୍ୱ ନେବାର ଦଶ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏ ଯାଏ ଶରତଙ୍କ ନୂଆ କମିଟି ଘୋଷଣା ହୋଇପାରୁନି। ନୂଆ ପିସିସି କମିଟି ତାଲିକା ଦିଆଯିବା କାମ…

ମହିଳା ବକ୍ସିଂ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ନିଖତ, ସ୍ୱିଟୀ, ନୀତୁ

ନୂଆଦିଲ୍ଲୀ: ଷ୍ଟାର ବକ୍ସର ନିଖତ ଜରୀନଙ୍କ ସମେତ ୩ଜଣ ବକ୍ସର ପ୍ରଭାବୀ ପ୍ରଦର୍ଶନ କରି ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ନିଖତଙ୍କ ସମେତ ନୀତୁ ଘଣସନ ଓ ସ୍ୱିଟୀ ବୁରା ସେମିଫାଇନାଲରେ ପ୍ରବେଶ କରଛନ୍ତି । ଟାଇଟଲ ଫେଭରାଇଟ ନୀତୁ ୫୦ କିଗ୍ରା…

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମମତା, କହିଲେ ‘ବଙ୍ଗାଳି ଭବନ ହେବ ନୂଆ ପୁରୀ’

ପୁରୀ: ଓଡ଼ିଶା ମୋର ପ୍ରଥମ ଘର । ଓଡ଼ିଶା ଓ ପଶ୍ଚିମବଙ୍ଗ ଦୁଇ ଭଉଣୀ ବୋଲି କହିଛନ୍ତି ପୁରୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ବୁଲି ଦେଖିବା ସହ ଖୁସିବ୍ୟକ୍ତ…

ଭୂମିକମ୍ପ ନେଇ ଭବିଷ୍ୟବାଣୀ କରିଥିବା ତୁର୍କୀର ହୋଗରବିଟ୍ସ ଚର୍ଚ୍ଚାରେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପର ଝଟକା ଅନୂଭୁତ ହୋଇଛି । ତେବେ ଏହି ଭୂମିକମ୍ପ ପରେ ନେଦରଲାଣ୍ଡର ଗବେଷକ ଫ୍ରାଙ୍କ ହୋଗରବିଟ୍ସ ଚର୍ଚ୍ଚାର କାରଣ ସାଜିଛନ୍ତି । ତୁର୍କୀର ଓ ସିରିୟାରେ ଚଳିତ ବର୍ଷ ଫେବୃୟାରୀରେ ବଡ ଧରଣର ଭୂମିକମ୍ପ ଅନୂଭୂତ ହୋଇଥିଲା । ଯେଉଁଥିରେ…

ସୁବର୍ଣ୍ଣପୁର ମୃତ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଅର୍ଥରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: କାର୍‌ ଧକ୍କାରେ ୩ ଜଣ ଛାତ୍ର ପ୍ରାଣ ହରାଇଥିଲେ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ସହାୟତାରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁରର ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ମୃତ…

ଖବର ପ୍ରସାରଣ ପରେ ପ୍ରଶାସନ ଉଚ୍ଛେଦ କଲା ଗୋଚର ଜମିରେ ନିର୍ମାଣାଧିନ ରାସ୍ତା

ଜଗତସିଂହପୁର: ଲୋକଙ୍କ ପ୍ରତିବାଦ ଓ ଓଡ଼ିଶା ସମ୍ବାଦରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନାରେ ଗୋଚର ଓ ଶ୍ମଶାନ ଜମିରେ ବଳପୂର୍ବକ ନିର୍ମାଣ ହେଉଥିବା ରାସ୍ତାକୁ ଉଚ୍ଛେଦ କରାଯାଇଛି । ଗୋଚର ଓ ଶ୍ମଶାନ ଜମିରେ ଜନୈକ…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି…