Latest Odisha News

BREAKING NEWS

ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ

ଭୁବନେଶ୍ୱର: ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗେଜ୍‌ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ…

ବଢ଼ୁଛି କରୋନା ସହିତ ଇନଫ୍ଲୁଏନଞ୍ଜା, ସାବଧାନ ଓ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ…

ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିରୋଧୀ ଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି । ମିଛର ଆଶ୍ରୟ ନେଇ ବିରୋଧୀ ଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । କିନ୍ତୁ ମିଛକୁ ରଣନୀତି କରି ବିରୋଧୀ ଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ।  ଆଜି ବିରୋଧୀ ଦଳ ନେତା…

ଜାଗା ମିଶନର ହିତାଧିକାରୀ ଚୟନ ତାଲିକାରେ ଅନିୟମିତତା ଓ ଚଞ୍ଚକତା ହୋଇଛି: କଂଗ୍ରେସ

ଭୁବନେଶ୍ୱର: ୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନ ଗଠନ କରିଥିବା ବେଳେ ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟର ସହରାଞ୍ଚଳର ବସ୍ତିମାନଙ୍କରେ ବାସ କରୁଥିବା ଗରିବ, ଭୂମିହୀନ ପରିବାରକୁ ଜମି ଅଧିକାର ଦେବା । କିନ୍ତୁ ଏଥିରେ ସରକାର କିଭଳି ଦୁର୍ନୀତି କରିଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।…

ବିରୋଧୀ ଦଳ ନେତାଙ୍କୁ ସାର୍ଟିଫିକେଟ ଦେବେ ଓଡ଼ିଶାବାସୀ, ବିଜେଡି ନୁହେଁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ନେଇ ବିରୋଧୀଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ତ ପୁଞ୍ଜିନିବେଶ କେମିତି ଆସୁଛି ? ନବୀନଙ୍କ କାଉଣ୍ଟର ପରେ ବିଜେପି ପୁଣି ଥରେ ଟାର୍ଗେଟ୍…

୪୪୧୧ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟରେ ତିରୁପତି ମନ୍ଦିର ଟ୍ରଷ୍ଟ

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିରର ବାର୍ଷିକ ବଜେଟ ଜାରୀ କରାଯାଇଛି । ଏଥିରେ ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ନୂତନ ଆର୍ଥର୍କ ବର୍ଷରେ ୪୪୧୧ କୋଟି ଟଙ୍କାର ରାଜସ୍ୱ ଟାର୍ଗେଟ ରଖାଯାଇଛି । ଟ୍ରଷ୍ଟର ସଭାପତି ସୁବା ରେଡ୍ଡୀଙ୍କ ମତରେ ଚଳିତ ବର୍ଷ ଏହା ୩୦୯୬ କୋଟି ଟଙ୍କା ରହିଥିଲା । କରୋନା…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କୁଅଁର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର । https://twitter.com/i/status/1638542852069404673…

ଗୋପାଳକୁ ପାଗଳ କହିବା ନେଇ ଘନେଇଲା ରାଜନୀତି, ନବୀନଙ୍କ ବିବୃତି ପରେ ନରସିଂହଙ୍କ କାଉଣ୍ଟର୍ ଆଟାକ୍

ଭୁବନେଶ୍ବର : ନରସିଂହଙ୍କ ନବୀନଙ୍କୁ ଟାର୍ଗେଟ ! ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ନେଇ ବିଧାନସଭାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଭିଯୁକ୍ତ ଗୋପାଳ ଦାସକୁ ବିରୋଧୀ ପାଗଳ ଦର୍ଶାଇ ରାଜନୀତି କରିବାକୁ…

ଆଲେକ୍ସଙ୍କୁ ଚକିତ କଲା କୁଲଦୀପଙ୍କ ବଲ ଅଫ ସେଂଚୁରୀ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ କୁଲଦୀପ ଯାଦବଙ୍କ ବୋଲିଂ ବେଶ ପ୍ରଶଂସା ସାଉଁଟୁଛି । ନିର୍ଣ୍ଣୟାକ ମୁକାବିଲାରେ କୁଲଦୀପଙ୍କ ବୋଲିଂ ବଳରେ ଭାରତ ବିପକ୍ଷ ଦଳକୁ ୨୬୯ ରନରେ ରଖିବାକୁ ସମର୍ଥ ହୋଇଥିଲା । ସେ ୫୬ ରନରେ ୩ଟି ୱିକେଟ ହାସଲ କରିଥିଲେ । ଏହି ମ୍ୟାଚର ୩୯ତମ…