ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ, ମନୀଷା କ୍ୱାର୍ଟରରେ
ନୂଆଦିଲ୍ଲୀ: ଟାଇଟଲ ଫେଭରାଇଟ ନିଖତ ଜରୀନଙ୍କ ସମେତ ଭାରତର ୩ ବକ୍ସର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାମ୍ପିୟନ ନିଖତ ୫୦ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟର ମୁକାବିଲାରେ ମେକ୍ସିକୋର ଫାତିମା ହେରାରାଙ୍କୁ ସହଜରେ ପରାସ୍ତ କରିଥିଲେ ।…