Latest Odisha News

BREAKING NEWS

ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବୁଧବାର(ମାର୍ଚ୍ଚ ୨୨) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ସୁଙ୍ଗାର ହେବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି…

ସୁନ୍ଦରଗଡ଼ରେ ଜଣ୍ଡିସ ଆତଙ୍କ; ୪୦ରୁ ଅଧିକ ରୋଗୀ ଚିହ୍ନଟ ପରେ ନମୁନା ସଂଗ୍ରହ ଆରମ୍ଭ

ସୁନ୍ଦରଗଡ଼; ସୁନ୍ଦରଗଡ଼ରେ ବ୍ୟାପିଲାଣି ଜଣ୍ଡିସ୍। ଜିଲ୍ଲାର କୋଇଡ଼ା ଓ ଲହୁଣିପଡ଼ା ବ୍ଲକ୍‌ରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି। ଲହୁଣିପଡ଼ା ବ୍ଲକ୍‌ର ଟେନ୍‌ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବରସୁଆଁ ଟାଉନସିପ୍‌ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍‌…

ରାଜଧାନୀ ରାସ୍ତାରେ ପୋଷା କୁକୁରଙ୍କୁ ମଳତ୍ୟାଗ ମନା: ନ ମାନିଲେ ମାଲିକ ଗଣିବେ ୧୦ ହଜାର ତଣ୍ଡ

ଭୁବନେଶ୍ୱର:ପୋଷା କୁକୁର ମାଲିକଙ୍କ ଲାଗି କଠୋର ନିୟମ ଆଣିବ ବିଏମସି । ପୋଷା କୁକୁରଙ୍କୁ ଆଉ ରାସ୍ତାକଡରେ ମଳ ତ୍ୟାଗ କରାଇପାରିବେ ନାହିଁ । ଯଦି କରାଇବେ ତେବେ ୧୦ ହଜାର ଟଙ୍କା ଗଣିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ପୋଷା କୁକୁରଙ୍କ ଲାଗି ବିଏମସିର ମାର୍ଗଦର୍ଶିକା ଚୂଡାନ୍ତ ପର୍ଯ୍ୟାୟରେ…

ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ୧୯୯୬ ମସିହାରୁ ଇଚ୍ଛାଧିନ କୋଟାରେ ଆବଣ୍ଟିତ ପ୍ଲଟ୍ ଘର ଓ କୋଠାକୁ ବାତିଲ କରାଯାଇଛି। ଏହି ମାମଲାରେ ମୋଟ ୭୯ ଜଣଙ୍କର ମାମଲା ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ପ୍ରଶ୍ନ…

 ହୋଡିଂ ଉପରେ ହାଇଡ୍ରାମା: ୪୦ ଫୁଟ  ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ

ଭୁବନେଶ୍ୱର:ହୋଡିଂ ଉପରେ ହାଇଡ୍ରାମା । ୪୦ ଫୁଟ ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି l ଆତ୍ମହତ୍ୟା ଧମକ ଦେଉଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ୨ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  …

ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ…

କବିତା : ଜାଗ୍ରତ ହୁଅ

ସୁଶ୍ରୀ ଶୁଭସ୍ମିତା ମହାନ୍ତି  ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ ଦେଶ କରୁଛି ଆହ୍ବାନ, ଅବଳା ନିଜକୁ ଭାବ ନାହିଁ କେବେ ଦୃଢ଼ କର ତୁମ ମନ। ତୁମ ଚାରିପାଖେ ଘଟୁ ଅଛି ଯାହା ଦେଖି କାହିଁ ଚୁପ୍ ରୁହ, ସହିଷ୍ଣୁତାର ବି ସୀମା ରହିଅଛି ଅସ୍ତ୍ର ଧରି ଛିଡ଼ା ହୁଅ। ଭାବୁ ପଛେ ଯିଏ…

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ…

ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା

ଓ୍ୱାଶିଂଟନ: ବ୍ରିଟେନର ବିବିସି, ଆମେରିକାର ନ୍ୟୁୟର୍କ ଟାଇମ୍ସ ଭଳି ବିଦେଶୀ ମିଡିଆର ବାରମ୍ବାର ସମାଲୋଚନାର ଶିକାର ହେଉଥିବା କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏଥର ଭଲ ଖବର ଆସିଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ 'ଓ୍ୱାଲ ଷ୍ଟ୍ରିଟ୍…

ଅର୍ଚ୍ଚନା ନାଗ ଘରେ ଲାଗିଥିବା ହାର୍ଡଡିସ୍କ କେଉଁଠି? ଡିସିପିଙ୍କୁ ଜବାବ ମାଗିଲା ଇଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ପୁଣି ସକ୍ରିୟ ହୋଇଛି। କିଛି ଦିନର ନିରବତା ପରେ ଇଡି ସକ୍ରିୟ ହୋଇଛି। ଆଉ ଏଥର ତଦନ୍ତ କମିଶନରେଟ ପୋଲିସରୁ ଆରମ୍ଭ କରିଛି। ଅର୍ଚ୍ଚନା ନାଗଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ କେଉଁଠି ଅଛି ବୋଲି ଜାଣିବାକୁ…