ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା…