ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ
ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ । ଏହା ପଢ଼ିବାରେ ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜ ଝିଅର ପ୍ରେମିକଙ୍କୁ ଭଲ ପାଇ ବସିଛନ୍ତି । ଝିଅର ଯେତେ ବାରଣ ସତ୍ତ୍ୱେ ମଧ୍ୟ ମହିଳା ଜଣକ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି…