Latest Odisha News

BREAKING NEWS

JSP ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳର ୪୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଓ.ପି. ଜିନ୍ଦଲ ଷ୍ଚାର ସ୍କଲରାସିପ୍ ଏବଂ ଓ.ପି. ଜିନ୍ଦୱ ଜୁଏଲ୍ ସ୍କଲାରସିପ୍ ଅନୁଗୁଳର ୪୦ ଜଣ ମେଧାବୀ ଶିକ୍ଷାର୍ଥୀଙ୍କୁ ଦିଆଯାଇଛି । ଅନୁଗୁଳ ଅଡିଏମ୍ ସନ୍ତୋଷ ପ୍ରଧାନଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଚେକ୍ ପ୍ରଦାନ…

ଆଦାନୀ ଗ୍ରୁପକୁ ଆମେରିକା କୋର୍ଟକୁ ଡାକୁଛି ହିଣ୍ଡେନବର୍ଗ, ପୂର୍ବରୁ କ’ଣ ହୋଇଛି ପରିଣାମ ଜାଣନ୍ତୁ ଏହି…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଦାନୀ ଗ୍ରୁପ ବଡ଼ ଗଡ଼ବଡ଼ କରିଛି। ଜାଲିଆତି କରି ଆଦାନୀ ଗ୍ରୁପ ବ୍ୟବସାୟରେ ଉପରକୁ ଉଠିଛି। ଆମେରିକାର ହିଣ୍ଡେନବର୍ଗ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି। ଏହାପରେ ସାରା ଦେଶ ତଥା ବିଶ୍ୱରେ ଆଦାନୀ ଗ୍ରୁପକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାପରେ ଆଦାନୀ ଗ୍ରୁପ…

‘ଟିଭିରେ ଚମକିଲେ ମୋଦୀ ହେବେନି’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଅଭିଭାଷଣ ଦେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଏହାସହ ବିରୋଧୀଙ୍କ କଥାକୁ ଲୋକେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଯେଉଁମାନେ ଅହଙ୍କାରରେ ବଞ୍ଚିଥାନ୍ତି,…

ଡବ୍ଲ୍ୟୁଟିସି ଫାଇନାଲ ଦି ଓଭାଲରେ ୭ ଜୁନରୁ ଖେଳାଯିବ

ଦୁବାଇ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ କେବେ ଓ କେଉଁଠାରେ ଖେଳାଯିବ ତାହା ଆଇସିସି ଚୂଡାନ୍ତ କରିଛି । ଦି ଓଭାଲରେ ୭ରୁ ୧୧ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଇସିସି ବୁଧବାର ତାରିଖର ଘୋଷଣା କରିବା ସହ ରିଜର୍ଭ ଡେ ରଖାଯିବା ନେଇ ସ୍ପଷ୍ଟ କରିଛି । ୧୨ଜୁନ ରିଜର୍ଭ ଡେ ଭାବେ ରଖାଯିବ । ୱାର୍ଲ୍ଡ…

ଡବ୍ଲ୍ୟୁପିଏଲ: ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ କ୍ରିକେଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ୪୦୯ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳିଙ୍କୁ ରଖାଯାଇଛି । ଏଥିରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା…

ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା, ୬ ବନ କର୍ମଚାରୀ ଗିରଫ

କଟକ: ଆଠଗଡ଼ ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ପୋଲିସ ହାତରେ ବନ୍ଧା ହେଲେ ୬ ଜଣ ବନ କର୍ମଚାରୀ । ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ ହୋଇଛନ୍ତି…

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଭାଙ୍ଗିବ ଏହି ରେକର୍ଡ

ନାଗପୁର: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ଅନେକଗୁଡିଏ ରେକର୍ଡ ଭାଙ୍ଗିପାରେ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ୬୪ ରନ ସଂଗ୍ରହ କଲେ ବିଶ୍ୱ କ୍ରିକେଟରେ ଷଷ୍ଠ ଖେଳାଳି ଭାବେ ୨୫୦୦୦ ଆନ୍ତର୍ଜାତୀୟ ରନ ପୂର୍ଣ୍ଣ…

ବିପଦରେ ଲକ୍ଷ ଲକ୍ଷ ଏଣ୍ଡ୍ରୟଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଭାରତରେ 5G ଆରମ୍ଭ ସହ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଚେତାବନୀ ଦେଇଛି । ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ୍, ଅପୋ, ଭିଭୋ, ସାଓମି ଭଳି ସ୍ମାର୍ଟଫୋନ୍ ସାମିଲ୍ ରହିଛି । ଏସବୁ ଫୋନ୍…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି…