Latest Odisha News

BREAKING NEWS

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।…

ଶିଶୁ ଗଳ୍ପ : ଗପ ଗୋଟିଏ ଶିକ୍ଷା କୋଟିଏ

ଅଶୋକ କୁମାର ପ୍ରଧାନ  ରୋଶନ୍ ଧନୀଘର ପିଲା।ବାପା ତା'ର ବଡ ବ୍ୟବସାୟୀ।ଏ ଅଞ୍ଚଳରେ ତାଙ୍କ ବ୍ୟବସାୟରେ ଭଲ ନାଁ ଅଛି।ରୋଶନ୍ ଅଷ୍ଟମ ଶ୍ରେଣୀର ଛାତ୍ର।ପିଲାଟି ଦେଖିବାକୁ ଯେତିକି ସୁନ୍ଦର ପାଠ ପଢ଼ାରେ ବି କମ୍ ନୁହେଁ। ସ୍କୁଲରେ ସବୁ ପିଲାଙ୍କ ଠାରୁ ସେ ବେଶ୍ ଭଲ ପଢେ। କିନ୍ତୁ ବାପାଙ୍କର…

କବିତା : ମୋ ଭାଗର ରଙ୍ଗ

ମଞ୍ଜୁ ରାଣୀ ବେହେରା ମୋ ଭିତରେ ଅନେକ ଭାଗରେ ବଣ୍ଟା ଏ ପୃଥିବୀ ପ୍ରତିଟି ଭାଗରେ ବିଭକ୍ତ ମୁଁ ନିଜ ସନ୍ଧାନରେ। ବିକଳ ହୋଇ ଖାଲି ଦୌଡୁଥାଏ ମୋ ଭିତରେ ସରି ସରି ଆସୁଥିବା ମୁଁକୁ କେବଳ ଡରୁଥାଏ। ସେମାନେ ଛାଡ଼ି ଯିବେ ମୋ ଠୁ ଦୂରେଇ ଯିବେ ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।…

ଦୁଇଟି ଅନୁବାଦ ଗଳ୍ପ : ଆମ ଦେଶ , ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୩  ମୂଳ ରଚନା : ଇବ୍‌ନୋ ଇନ୍‌ସା ୧. ଆମ ଦେଶ ‘ଇରାନରେ କେଉଁମାନେ ବସବାସ କରନ୍ତି?’ ‘ଇରାନୀ ଲୋକମାନେ ଇରାନରେ ରହନ୍ତି ।’ ‘ଇଂଲଣ୍ଡରେ କେଉଁମାନେ ବସବାସ କରନ୍ତି?’ ‘ଇଂଲିଶ୍ ଲୋକମାନେ ଇଂଲଣ୍ଡରେ ରହନ୍ତି ।’ ‘ଫ୍ରାନ୍ସରେ…

ହକି ବିଶ୍ୱକପ : ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ କ୍ଲାସିଫିକେଶ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ଅଭିଷେକ, ହରମନପ୍ରୀତ ସିଂ, ଶମଶେର ସିଂ,…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ: ଭାରତ-ଇଂଲଣ୍ଡ ଫାଇନାଲ

ପୋଚେଫଷ୍ଟ୍ରୁମ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ…

ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ

କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ…

ରଣଜୀ ଟ୍ରଫି: କ୍ୱାର୍ଟରରେ ପ୍ରବେଶ କରିପାରିଲାନି ୪୧ ଥର ବିଜେତା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଶନିବାର ବଡ ବିପର୍ଯ୍ୟୟ ଘଟିଛି । ୪୧ ଥର ବିଜେତା ମୁମ୍ବାଇ ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ଶେଷ ପୁଲ ମ୍ୟାଚରେ କ୍ୱାର୍ଟରକୁ ଉନ୍ନୀତ ହେବା ପାଇଁ ମହାରାଷ୍ଟ୍ର ବିପକ୍ଷରେ ମୁମ୍ବାଇକୁ ନିଶ୍ଚିତ ବିଜୟର ଆବଶ୍ୟକତା ରହିଥିଲା । ମାତ୍ର…

ଅଷ୍ଟ୍ରେଲିଆନ ଓପନ ଟେନିସ: ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଲେ ସାବଲେଙ୍କା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି କାଜକସ୍ତାନର ଏରିନା ସାବଲେଙ୍କା । ଫାଇନାଲରେ ସେ ବେଲାରୁଷର ଏଲେନା ରାଇବାକିନାଙ୍କୁ ୪-୬, ୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଏହି ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା ।…

ମୋଗଲ ଗାର୍ଡେନର ନାଁ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ…