Latest Odisha News

BREAKING NEWS

ମୋଗଲ ଗାର୍ଡେନର ନାଁ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ…

ପୁରୀ ରେଳଷ୍ଟସନରେ ପହଞ୍ଚିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌

ପୁରୀ: ଆଜି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀ ରେଳଷ୍ଟେସନରେ ପହଞ୍ଚିଛି । ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳସେବାର ଶୁଭରାମ୍ଭ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି…

ମାସିକ ଦରମା ବୃଦ୍ଧି ପାଇଁ ଦାବି କଲେ ବିଦ୍ୟୁତ କର୍ମଚାରୀ ସଂଘ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ନୂଆପୋଲ କଲ୍ୟାଣ ମଣ୍ଡପ ପରିସରରେ ଆଜି ମା’ ଶାରଳା ଇଲେକ୍ଟ୍ରିକାଲ ଏମ୍ପ୍ଲଇଜ ୟୁନିୟନର ପ୍ରଥମ ଅଧିବେଶନ ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି। ସଭାରେ ଓଡ଼ିଶା ରାଜ୍ୟ କର୍ମଚାରୀ ସଂଘର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡା, ଓଡ଼ିଶା ରାଜ୍ୟ…

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : କବୀ ମହାପାତ୍ର ସବିତା ହୋତାଙ୍କ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ । ଏହି ଅବସରରେ କବୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର…

ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଉଦଘାଟିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହ ସହଭାଗିତାରେ ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଆୟୋଜିତ ହୋଇଛି । ଉଦଘାଟନୀ…

ହକି ବିଶ୍ୱକପ: ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।…

ବସନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସିଏବି, ଓସିଏ

କଲିକତା: ଓଡିଶାର ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ରଣଜୀ ଟ୍ରଫିର ଏହି ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ବେଙ୍ଗଲକୁ ପରାସ୍ତ କରିଛି । ଶୁକ୍ରବାର ଓଡିଶା କ୍ରିକେଟ ଆସୋସିଏଶନ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।…

ହକି ବିଶ୍ୱକପ୍ ସେମି ଫାଇନାଲରେ କଳିଙ୍ଗ ଷ୍ଟାଡିୟମ୍ ଖାଁ ଖାଁ

ଭୁବନେଶ୍ୱର: ହକି ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ଏକଥା ଆମେ କହୁନୁ ବରଂ ଅପରାହ୍ଣ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦର୍ଶକଙ୍କ ଅନୁପସ୍ଥିତି…

ଧୋନୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ନାମ ଲେଟସଗେଟ ମ୍ୟାରେଡ

ମୁମ୍ବାଇ:ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି । ୨୦୧୯ରେ ସେ ଧୋନୀ ଏଂଟରଟେନମେଂଟ ନାମକ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ । ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏହାକୁ ମିଳିତ ଭାବେ ଚଳାଉଛନ୍ତି…