Latest Odisha News

BREAKING NEWS

ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ବୃଦ୍ଧି କଲା ମ୍ୟାନାମାର

ନାଏପିଡାଉ: ମ୍ୟାନାମାରର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ମ୍ୟାନାମାର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହେଲିକପ୍ଟର ନିଯୁକ୍ତି ଓ ରକ୍ଷଣାବେକ୍ଷଣା ସହ ଜଡିତ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି । ସେ କିନ୍ତୁ…

ବିଡମ୍ବନା: ରାସ୍ତାରେ ପଡିଥିଲେ ପନ୍ତ, ଲୋକେ ଫଟୋ ଉଠାଇଥିଲେ ଆଉ ଟଙ୍କା ନେଇ ଯାଉଥିଲେ..

ନାରସାନ: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରିଷଭ ପନ୍ତ ଆଜି ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଂଚିଯାଇଛି । ତେବେ ଏହି ଦୁର୍ଘଟଣା ବେଳେ କେତେକ ଘଟଣା ଆମମାନଙ୍କ ପାଇଁ ଲଜ୍ଜାର ବିଷୟ ସାଜିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି…

ପାଳଙ୍ଗ ଚିକେନ୍‌

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ପାଳଙ୍ଗ ଚିକେନ୍‌' ଆବଶ୍ୟକୀୟ ଉପକରଣ: - ଚିକେନ୍ - ୫୦୦ ଗ୍ରା.ମ, ପାଲଙ୍ଗ ଶାଗ - ଦି’ ବିଡ଼ା, ସୋରିଷ ତେଲ, ପିଆଜ ୪ଟା, ଟମାଟୋ, ଅଦା ରସୁଣ ବଟା, ଦହି ୧ ଚାମଚ, ଲୁଣ, ହଳଦୀ, ଶୁଖିଲା ଲଙ୍କା, ତେଜ ପତ୍ର, ଗରମ ମସଲା । ପ୍ରସ୍ତୁତି ପ୍ରଣାଳୀ:…

କଳାହାଣ୍ଡି କନକ୍ଲେଭ ଅବସରରେ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ

ଭବାନୀପାଟଣା : ଜନଜାତି ସାଧନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି କନକ୍ଲେଭ୍ ଅବସରରେ 'ଚାଲ୍ ଦେଖମା ଆମର୍ କଳାହାଣ୍ଡି' ଶୀର୍ଷକରେ ଏକ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର,…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଉତ୍ସବ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସଂଗ୍ରହାଳୟକୁ…

କବିତା : ସେପାଖ ପୃଥିବୀ

ଅଣାକାର ନାୟକ ଝରକା ସେପାଖ ପୃଥିବୀ ଯୋଉଠି ନିତି ଘରଚଟିଆ ବସା ବାନ୍ଧେ ଯୋଉଠି ଫାଲଗୁନରେ ମେଳଣ ହୁଏ ଯୋଉଠି କାଳ ବୈଶାଖୀ ନିଦାଘର ସାନିଧ୍ୟରେ ଅତୃପ୍ତ ବସୁନ୍ଧରାକୁ ତୃପ୍ତି ଦିଏ। ଯୋଉଠି ସେ ତା ଅତୀତକୁ ଖୋଜେ କାହିଁକିନା ଝରକା ଏପଟେ ସେ ବନ୍ଦୀ ତା କର୍ତ୍ତବ୍ୟର ଶିକୁଳିରେ।…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଖ୍ରୀଷ୍ଟମାସରେ ସେଫ୍ଟି ସାନ୍ତା ଜରିଆରେ ସୁରକ୍ଷା ସଚେତନତାର ପ୍ରସାର

ଝାରସୁଗୁଡ଼ା: ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଲାଣ୍ଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି । କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ୍ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି…

ଅମିତାଭ ଠାକୁରଙ୍କ ସହ ୪ IPSଙ୍କୁ ADG ରାଙ୍କକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟର ୪ ଆଇପିଏସ୍ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜଣେ IPSଙ୍କୁ ପଦୋନ୍ନତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ୫ ଜଣ ଆଇପିଏସ୍ ୧୯୯୮ ବ୍ୟାଚର ।…

ଉପବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାମ୍ନାରୁ ପିଟିଲା ଟ୍ରକ୍

ଅନୁଗୁଳ: ଅନୁଗୁଳରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଉପବାଚସ୍ପତିଙ୍କ ଗାଡ଼ି । ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ପରେ କାର ଯୋଗେ ଉପବାଚସ୍ପତି ରଜନୀକାନ୍ତ ସିଂହ ଫେରୁଥିଲେ । ପଞ୍ଚମହଲା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା । କାରର ଡାହାଣ…

‘ଓଡ଼ିଶା ସମ୍ବାଦ’ ପ୍ରଭାବ, କିଡନୀ ରୋଗରେ ପୀଡ଼ିତ ରାଜେଶଙ୍କୁ ମିଳିଲା ଚିକିତ୍ସା ସହାୟତା

ଯାଜପୁର: ହସଖୁସିର ସଂସାରରେ ଲାଗିଥିଲା ରୋଗର ଗ୍ରହଣ । ହାତ ଧରୁ ଧରୁ ଶଯ୍ୟାଶାୟୀ ହୋଇଥିଲେ ସ୍ୱାମୀ । ଯାହାକୁ ନେଇ ଗତ ୨୬ ତାରିଖରେ ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ ଶୀର୍ଷକ ଖବର ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇଥିଲା । ଏବେ ତାର ପ୍ରଭାବ ପଡ଼ିଛି…