Latest Odisha News

BREAKING NEWS

‘ଓଡ଼ିଶା ସମ୍ବାଦ’ ପ୍ରଭାବ, କିଡନୀ ରୋଗରେ ପୀଡ଼ିତ ରାଜେଶଙ୍କୁ ମିଳିଲା ଚିକିତ୍ସା ସହାୟତା

ଯାଜପୁର: ହସଖୁସିର ସଂସାରରେ ଲାଗିଥିଲା ରୋଗର ଗ୍ରହଣ । ହାତ ଧରୁ ଧରୁ ଶଯ୍ୟାଶାୟୀ ହୋଇଥିଲେ ସ୍ୱାମୀ । ଯାହାକୁ ନେଇ ଗତ ୨୬ ତାରିଖରେ ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ ଶୀର୍ଷକ ଖବର ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇଥିଲା । ଏବେ ତାର ପ୍ରଭାବ ପଡ଼ିଛି…

ଏହି ୬ ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଚୀନରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷଜ୍ଞଙ୍କ କହିବା କଥା, ନୂଆ ବର୍ଷରେ ଏହି ସ୍ଥିତି ଆହୁରି ବିଗିଡ଼ି ପାରେ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁବର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ପହିଲାରୁ ୬ ଦେଶରୁ…

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସ ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ…

କ୍ଷଣିକ ସୁଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସୁଖ - ଦୁଃଖ ଦୁନିଆର ରୀତି । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ ବିଫଳତାର । ଜଣେ ଯୁକ୍ତାତ୍ମକ ଆଉ ଜଣେ ବିଯୁକ୍ତାତ୍ମକ । ଯେମିତି ବଲ୍‌ବ୍‌ ଜଳିବା ପାଇଁ ବିଦ୍ଯୁତ୍‌ର ଆବଶ୍ଯକତା ; ସେମିତି ଜୀବନକୁ ସରସ ସୁନ୍ଦର…

ଅନୁବାଦ କବିତା : ତୁମେ, ମୁଁ ଆଉ ଏ ଶୀତ

ମୂଳ ବଙ୍ଗଳା : ମହାଦେବ ସାହା ଶୀତ ଋତୁ ତୁମର ପସନ୍ଦ ଭାରି ଜୋର ଶୀତ ପଡ଼ିଲେ, ତୁମକୁ ଭଲଲାଗେ ମୁଁ କିନ୍ତୁ ଶୀତ, ଗ୍ରୀଷ୍ମ, ବସନ୍ତକୁ ଛାଡ଼ି ତୁମକୁ ସବୁଠାରୁ ବେଶୀ ଭଲପାଏ ଏବଂ ସଦାବେଳେ ତୁମ କଥା ଭାବେ। ଯେ କୌଣସି ଋତୁ, ମାସ, ବରଷା ବା ବରଫଠୁ ବଳି ମନୋରମ ସାନିଧ୍ୟ ତୁମରି…

ଏହି ଗ୍ରାମରେ ଘରୁ ଘରୁ ବାହାରନ୍ତି କ୍ରିମିନାଲ

ପାଟନା: ବିହାରରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତିଘରୁ କ୍ରିମିନାଲ ବାହାରିବେ । ବିଶେଷ କରି ଚୋରୀ, ଡକାଏତ ଓ ଛିନତାଇର ଆସାମୀ ହେବା ବୋଧହୁଏ ଏମାନଙ୍କ ପାଇଁ ଗର୍ବର ବିଷୟ । କଟିହାର ଜିଲ୍ଲାର କୋଢ଼ା ଅଂଚଳରେ ଜୁରାବଗଂଜ ନାମକ ଏକ ବସ୍ତି ଅଛି । ଏହି ବସ୍ତରେ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀ…

ଜଗତସିଂହପୁର‌‌‌‌‌‌‌‌ରେ RBI ଲୋକପାଳ ଅଫିସ ପକ୍ଷରୁ ଟାଉନ୍ ହଲ୍ କାର୍ଯ୍ୟକ୍ରମ

ଜଗତସିଂହପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ ଦ୍ୱାରା ଜଗତସିଂହପୁର‌‌‌‌‌‌‌‌ ‌‌‌‌ରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ(Ombudsman) ପଙ୍କଜ କୁମାର ନାୟକ…

ପିପରଫ୍ରାଏ ପକ୍ଷରୁ କଟକରେ ନୂତନ ଷ୍ଟୁଡିଓର ଶୁଭାରମ୍ଭ

କଟକ: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂସ୍ପେସ୍‌ରେ ଏହାର ଓମ୍‌ନି ଚ୍ୟାନେଲ୍‌ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର…

ନୂଆ ରୂପରେ ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ପାଇବ ନୂଆ ରୂପ । ବିଶ୍ୱସ୍ତରୀୟ ଷ୍ଟେସନ ହେବ ଭୁବନେଶ୍ୱର । ଆସନ୍ତାକାଲି ଗୁରୁବାର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ…

ଫୁଲ ଔର କାଂଟେର ରିମେକ ନେଇ ଅଜୟ ଆଗ୍ରହୀ

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗାନ ଓ ମଧୂଙ୍କ ପଦାର୍ପଣ ଫିଲ୍ମ ଫୁଲ ଔର କାଂଟେ ସେ ସମୟରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପରେ ଅଜୟ ଘରେ ଘରେ ଏକ ପରିଚିତ ନାମ ହୋଇ ଯାଇଥିଲେ । ଏବେ ଏହାର ରିମେକ କରିବା ନେଇ ଅଜୟ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ…