Latest Odisha News

BREAKING NEWS

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନୂଆବର୍ଷ ଠିକ୍ ପୂର୍ବରୁ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ରାଙ୍କକୁ ପଦୋନ୍ନତି ମିଳିବା ସହ ତାଙ୍କୁ ଡିଆଇଜି ସ୍ପେଶାଲ୍ ଆର୍ମଡ ଫୋର୍ସ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଗଞ୍ଜାମ ଏସପି…

ମାରାତ୍ମକ: ପ୍ଲାଷ୍ଟିକ ବ୍ୟାଗରେ ଗ୍ୟାସ କିଣୁଛନ୍ତି ପାକିସ୍ତାନୀ

ଲାହୋର: ରାଜନୈତକ ଅସ୍ଥିରତା, ଆର୍ଥୀକ ମାନ୍ଦାବସ୍ଥା ଓ ଆତଙ୍କବାଦୀ ଆକ୍ରମଣ ଜାଲରେ ଛଟପଟ ହେଉଛନ୍ତି ପାକିସ୍ତାନର ସାଧାରଣ ନାଗରିକ । ପରିସ୍ଥିତି ଏପରି ହୋଇଛି ଯେ, ଗ୍ୟାସ ସିଲିଣ୍ଡର ପାଇବାରେ ଉପଭୋକ୍ତାମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଲିଣ୍ଡର ବଦଳରେ ନାଗରିକମାନେ ବଡ ବଡ…

ପରଦାକୁ ଆସିବ ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା

ଭୁବନେଶ୍ୱର: କମେଡି, ରୋମାନ୍ସ ଆଉ ସସପେନ୍ସ । ପରଦାକୁ ଆସିବାକୁ ଯାଉଛି ସସପେନ୍ସରେ ଭରା ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା । ଅପ୍ପୁ କାନୁନଗୋଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ନୂଆବର୍ଷରେ ପରଦାକୁ ଆସିବ । ଫିଲ୍ମରେ କୁନି ଝିଅ ତା…

୨୦୨୨ରେ କଣ ଥିଲା ଭାରତୀୟଙ୍କ ପ୍ରିୟ ଖାଦ୍ୟ ?

ନୂଆଦିଲ୍ଲୀ: ଭାରତର ଲୋକ ଖାଦ୍ୟପ୍ରିୟ । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳେ । ଆଉ ଅନଲାଇନ୍ ଯୁଗରେ ମାତ୍ର କେଇ ମିନିଟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି । ଆସନ୍ତୁ ଜାଣିବା ୨୦୨୨ ବର୍ଷରେ ଭାରତୀୟଙ୍କ ପସନ୍ଦିତ ଖାଦ୍ୟ କଣ ଥିଲା ? ଅନଲାଇନ୍ ଫୁଡ୍ ଡେଲିଭରୀ…

ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ଼ । କଂସଙ୍କ ଦରବାରରେ ଚାଲିଛି ହିସାବ ନିକାଶ । ସେପଟେ ଗୋପପୁରରେ ବି ଉତ୍ସବ ଚାଲିଛି । ଧନୁଯାତ୍ରା ଜମି ଆସୁଥିବା ବେଳେ ମହାରାଜା କଂସ ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ କରିବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ ମାମଲାରେ…

ନିଷ୍ଠୁର ଡିସେମ୍ବର: ଗଲାବେଳେ ସବୁବେଳେ କନ୍ଦେଇଥାଏ

ପୁରୀ: ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଆଗ୍ରହୀ ହେଉଥିବା ବେଳେ ଶୁକ୍ରବାର ଏ ଭଳି କେତେଗୁଡିଏ ଘଟଣା ଘଟିଗଲା ଯେ, ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଏଥର ନୁହେଁ ସବୁବେଳେ ଡିସେମ୍ବର ଯିବା ପୂର୍ବରୁ ଆଖିରେ ଲୁହ ଦେଇ ଯାଇଥାଏ । ପ୍ରଥମେ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଏବଂ…

ହୃଦୟ ଜିଣିଛି ହଦଗଡ..ଥରେ ଗଲେ ଫେରିବାକୁ ମନବଳୁନି

ହାଟଡିହି: ଏପଟେ ଡ୍ୟାମ..ସେପଟେ ଡ୍ୟାମ.. ମଝିରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି । ସବୁଜ ପଣତ ଉଡେଇ ଯେମିତି ଚାରିପଟେ ନାଚୁଛି ଫୁଲେଇ ପ୍ରକୃତି.. । ଯିଏ ଥରେ ଯାଉଛି ସେ ତାର ପ୍ରେମରେ ପଡିଯାଉଛି । ଘଡିଏ ପାଇଁ ଯାଇ ଫେରିବାକୁ ମନ କରୁନି ।  ଏ ହେଉଛି ପ୍ରାକୃତିକ ସୗେନ୍ଦର୍ଯ୍ୟରେ ବିମଣ୍ଡିତ…

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜୁନିଅର ଏକଜୁକ୍ୟୁଟିଭ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏଟିସି, ମ୍ୟାନେଜର ଓ ସିନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ନିଯୁକ୍ତି ଲାଗି ୨୦୨୩ ଜାନୁଆରୀ ୨୧ ଯାଏ ଆଶାୟୀ ଅନଲାଇନରେ ଆବେଦନ କରି…