Latest Odisha News

BREAKING NEWS

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

କିଟରେ ହକି ବିଶ୍ୱକପ୍‍ ଟ୍ରଫି, ଅଲିମ୍ପିଆନଙ୍କ ସମେତ ୧୫ ହଜାର କ୍ରୀଡ଼ାବିତଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍…

ସନ୍ଦେହ ଘେରରେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା, ଝିଅର ଅନୁମତି ପରେ ହେବ ଶବ ସତ୍କାର

ରାୟଗଡ଼ା: ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ପ୍ରଶ୍ନ ଅନେକ, ଉତ୍ତର ଖୋଜୁଛି ପୋଲିସ । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ଆଣ୍ଟୋଭା ରହୁଥିବା…

୨୦୨୨ କ୍ରୀଡା: ମହାନ ଖେଳାଳିଙ୍କୁ ମହା ଦାୟିତ୍ୱ ଆଉ ମେସି, ନୀରଜ ରଚିଲେ ଇତିହାସ

ଚଳିତ ବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା ଚାମ୍ପିୟନ ହେବା ଓ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ।…

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।…

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪…

ମକର ରାଶିକୁ ଆସିବେ ବୁଧ, ଏହି ଜାତକ ପାଇଁ ଆରମ୍ଭ ହେବ ଶୁଭ ଦିନ

ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଘଟଣା ବୋଲି ଧରାଯାଏ । ଯାହାର ଗଭୀର ପ୍ରଭାବ ପ୍ରତିଟି ରାଶିର ଜୀବନ ଉପରେ ପଡ଼ି ଥାଏ । ଚଳିତ ବର୍ଷ ଶେଷରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହକୁ ବୁଦ୍ଧି, ଶକ୍ତି ଓ କଳାକୌଶଳର ଗୁରୁ କୁହାଯାଏ ।…

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ମଣ୍ଡଳୀରୁ ୩୫ ହଜାର ପରିବାର ଗାଏବ, ସତ କଣ ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀରୁ ଏକ ଆଶ୍ଚର୍ଯ୍ୟକର ଖବର ଆସିଛି । ବିଦ୍ୟୁତ୍ ବିଭାଗ ସହ ଜଡ଼ିତ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ବିଦ୍ୟୁତ୍ ବିଭାଗ ପାଇଁ କାମ କରୁଥିବା ଏକ ଏଜେନ୍ସି ଗୋରଖପୁର ଜୋନରେ ୩୫ ହଜାର ଘରେ ତାଲା ପଡ଼ିଥିବା…

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି ସଙ୍ଗୀତ: ଭୁବନେଶ୍ୱର ମିଶ୍ର ଚଳଚ୍ଚିତ୍ର: ମା, ୧୯୫୮ ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ ମନନେଇ ତୁ ରେ ତୋହରି ବୁକୁରେ ଦିଅନାରେ ଭରି ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ…

ଅନୁବାଦ ଗଳ୍ପ : ଝଡ଼ ପରେ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୨ ମୂଳ ଇଂରାଜୀ: ଆତିଆ ହୁସେନ ଫୁଲପେନ୍ଥା ସବୁ କେମିତି ବିଚିତ୍ର ଭାବରେ ସେଇ ସରୁ ମୁହଁବାଲା ବୋତଲରେ ଖୋସା ହୋଇଇôଲା । ଏପରିକି ବୋତଲରେ ପୂର୍ବରୁ ଲାଗିଥିବା କାଗଜର ଷ୍ଟିକରଟିକୁ ସୁଦ୍ଧା ଭଲଭାବେ ଛଡ଼ାଯାଇ ନ ଥିଲା । ସେଇ…