ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ
ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି
ସଙ୍ଗୀତ: ଭୁବନେଶ୍ୱର ମିଶ୍ର
ଚଳଚ୍ଚିତ୍ର: ମା, ୧୯୫୮
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନନେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ…