ବ୍ରିଟେନ ନୋଟରେ ଏଥର କିଙ୍ଗ ଚାର୍ଲସଙ୍କ ଫଟୋ ରହିବ
ଲଣ୍ଡନ: ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଏବେ ବ୍ରିଟେନ ନୋଟରେ କିଙ୍ଗ ଚାର୍ଲସଙ୍କ ଫଟୋ ରହିବ । ବ୍ରିଟେନ ସେଂଟ୍ରାଲ ବ୍ୟାଙ୍କ ଏ ନେଇ ଚାର୍ଲସଙ୍କ ଫଟୋ ଥିବା ନୂତନ ନୋଟର ଡିଜାଇନ ଜାରୀ କରିଛି । ସେପ୍ଟମ୍ବରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଚାର୍ଲସଙ୍କୁ ରାଜା କରାଯାଇଥିଲା ।…