Latest Odisha News

BREAKING NEWS

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା…

ଚଟ୍ଟୋଗ୍ରାମ ଟେଷ୍ଟରେ ଭାରତର ବୃହତ ବିଜୟ

ଚଟ୍ଟୋଗ୍ରାମ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦୌଡରେ ଭାରତର ଆଶା ଏବେ ବି ଉଜ୍ଜୀବୀତ ରହିଛି । ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ…

ଅନୁବାଦ ଗଳ୍ପ : ରାମ ଓ ରହୀମର କଥା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧ ବଙ୍ଗଳା: ମହାଶ୍ୱେତା ଦେବୀ ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ…

ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ: ୨ ଦିନ, ୩୪ ୱିକେଟ, ୫୦୪ ରନ

ସିଡନୀ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇଯାଇଛି । ୨ ଦିନ ମଧ୍ୟରେ ୫୦୪ ରନ ହୋଇଥିବା ବେଳେ ୩୪ ୱିକେଟର ପତନ ଘଟିଥିଲା । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କୀଭ: ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଭାଷଣ ଦେବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ଶାନ୍ତି ବାର୍ତା ଦେବା ପାଇଁ ଉଦ୍ୟମ କରିଥାନ୍ତେ, ମାତ୍ର ଫିଫା ଏଥି ନିମନ୍ତେ ମନା କରିଥିଲା । ରବିବାର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଫାଇନାଲ ମ୍ୟାଚ…

୨୫ ହଜାର ବର୍ଷ ତଳେ ଭାରତରେ ରହୁଥିଲେ ସର୍ବାଧିକ ଲୋକ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ୟୁନିଭରସିଟିର ଏକ ଗବେଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବୈଜ୍ଞାନିକମାନଙ୍କ ଗବେଷଣାରେ ପ୍ରମାଣିତ ହୋଇଛି ଯେ, ୨୫ ହଜାର ବର୍ଷ ତଳେ ବିଶ୍ୱର ଅଧାରୁ ଅଧିକ ଲୋକ ଭାରତରେ ରହୁଥିଲେ । ୟୁନିଭରସିଟିର ଜିନ ବୈଜ୍ଞାନିକ ଜ୍ଞାନେଶ୍ୱର ଚୌବେ ଏ ସମ୍ପର୍କରେ…

ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ

ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ…

ଅବତାର ୨ ଫିଲ୍ମ ଦେଖିବା ଅବସରରେ ହାର୍ଟ ଆଟାକରେ ଚାଲିଗଲା ଜୀବନ

କାକିନାଡା: ଅବତାର ୨ ଫିଲ୍ମ ଦେଖିବା ଅବସରରେ ଜଣେ ଯୁବକଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ପେଦ୍ଦାପୁରମ ସହରର ଲକ୍ଷ୍ମୀ ରେଡ୍ଡୀ ଶ୍ରୀନୁ ନାମକ ଯୁବକ ତାଙ୍କ ଭାଇଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖିବା ସମୟରେ ଅଧିକ ମାତ୍ରାରେ ଉତେଜିତ ଏବଂ ଭାବପ୍ରବଣ ହେବା ଯୋଗୁ ଏହି ଦୁଃଖଦ…

ମହିଳା ଫୁଟବଲ ଲିଗ: ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚର ପ୍ରଥମ ଏବଂ ୪୪ତମ ମିନିଟରେ…

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି…