Latest Odisha News

BREAKING NEWS

୨୦୨୩ ଦିନିକିଆ ବିଶ୍ୱକପ: ଭାରତ ହାତରୁ ଖସିଯିବ କି ଆୟୋଜକ ଅଧିକାର !

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜନ ହେବ । ବିସିସିଆଇ ଓ ସରକାର ମଧ୍ୟରେ ଚାଲିଥିବା ଟ୍ୟାକ୍ସ ବିବାଦ ଯୋଗୁ ଭାରତ ହାତରୁ ଆୟୋଜନ ଅଧିକାର ଖସିଯାଇପାରେ । ଆଇସିସି ସ୍ପଷ୍ଟ ଭାବେ ବିସିସିଆଇକୁ ଏହି ବିବାଦର ସମାଧାନ କରିବା ପାଇଁ ଜଣାଇବା ପରେ ଉପରୋକ୍ତ ଆଶଙ୍କା ସୃଷ୍ଟି…

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ: ଗୋଟିଏ ଦିନରେ ମାଡ କଲା ୭୦ ମିସାଇଲ

କୀଭ: ୟୁକ୍ରେନ ଉପରେ ରୁଷ ସବୁଠାରୁ ବଡ ଆକ୍ରମଣ ଶୁକ୍ରବାର କରିଛି । ରିପୋର୍ଟ ମୁତାବକ ରୁଷ ପକ୍ଷରୁ ୭୦ ମିସାଇଲ ମାଡ କରାଯାଇଛି । ଏଥିଯୋଗୁ ୩ଟି ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଏକ ପ୍ରକାର ବ୍ଲାକଆଉଟ ପରିସ୍ଥିତି…

ବୋଲ୍ଟଙ୍କୁ ପଛରେ ପକାଇଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥଲେଟ ସାଜିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ଆକର୍ଷଣୀୟ ପ୍ରଦର୍ଶନ ଏବଂ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ…

ଫିଫା ବିଶ୍ୱକପ : ଟ୍ରେଣ୍ଡ ହେଉଛି ଏସବିଆଇ ପାସବୁକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫାଇନାଲ ଏଥର ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ୨ଥର ଚାମ୍ପିୟନ ଆର୍ଜେଂଟିନା ଟିମ ୩୬ ବର୍ଷ ପରେ ପୁନର୍ବାର ବିଶ୍ୱକପ ଜିତିବା ସମ୍ଭାବନା ସୃଷ୍ଟି କରିଛି । ତେବେ ଆର୍ଜେଂଟିନା ଟିମ ଫାଇନାଲକୁ ଯିବା ପରେ ଭାରତର ଏସବିଆଇ ପାସବୁକ ଟ୍ରେଣ୍ଡ ହେବାରେ ଲାଗିଛି…

ପୁରୁଷ ଟି୨୦ରେ ସର୍ବନିମ୍ନ ସ୍କୋର କଲା ସିଡନୀ ଥଣ୍ଡର୍ସ

ସିଡନୀ: ସିଡନୀ ଥଣ୍ଡର୍ସ ପୁରୁଷ ଟି୨୦ କ୍ରିକେଟରେ ଏକ ଅଲୋଡା ରେକର୍ଡ କରିଛି । ବିଗବ୍ୟାଶ ଲିଗର ଏକ ମୁକାବିଲାରେ ସିଡନୀ ଟିମ ବିଶ୍ୱ କ୍ରିକେଟରେ ସର୍ବନିମ୍ନ ସ୍କୋର ୧୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଆଡିଲେଡ ଷ୍ଟାଇକର୍ସ ୧୪୦ ରନର ଟାର୍ଗେଟ ରଖିଥିଲା । କ୍ରିସ ଲେନ ୩୬ ଓ…

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ…

ଡ୍ରାଇଭର ସିଟରେ ଭାରତ: ୫୧ ଇନିଂସ ପରେ ଶତକ ହାସଲ କଲେ ପୂଜାରା, ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୧୩ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ…

ହଠାତ ୨ ବର୍ଷର ଶିଶୁକୁ ଗିଳିଦେଲା ହିପ୍ପୋ, ଆଉ ତା ପରେ….

କମ୍ପାଲା: ଆଫ୍ରିକା ଦେଶ ୟୁଗାଣ୍ଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ମାଆ ସହିତ ୨ ବର୍ଷର ଛୋଟ ପିଲାଟି ଗାଧେଇବାକୁ ଏଡୱାର୍ଡ ହ୍ରଦ ନିକଟକୁ ଆସିଥିଲା । ମାଆ ଶୌଚ ହେଉଥିବା ବେଳେ ହଠାତ ଏକ ହିପ୍ପୋ ଆସି ପିଲାଟିକୁ ଗିଳି ଦେଇଥିଲା । ମାଆ କୂଳକୁ ଦୌଡି ଆସି ପାଟିତୁଣ୍ଡ…

ଭିକ ମାଗି ଚଳୁଥିବା ପିଲା ହଠାତ ହେଲା କୋଟିପତି

ସହରାନପୁର: କରୋନା ମହାମାରୀ ସମୟରେ ମାଆଙ୍କ ମୃତ୍ୟୁ ପରେ ୧୦ ବର୍ଷର ଛୋଟ ପିଲା ଶାହଜେବ ଅସହାୟ ହୋଇ ପଡିଥିଲା । ଭୋକର ଜ୍ୱାଳା ମେଂଟାଇବା ପାଇଁ ସେ ଭିକ ମାଗି ଚଳୁଥିଲା । ସେ କେବେ ବି ଭାବି ନ ଥିବା ଯେ, ହଠାତ ତାର ଭାଗ୍ୟ ବଦଳିଯିବ । କଲିୟରରେ ସେ ଭିକ ମାଗୁଥିବା ବେଳେ ହଠାତ ତାଙ୍କ ଗ୍ରାମର…

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ…